ଶେଷରେ ଗିରଫ ହେଲେ ଅଭିଜିତ ଆୟର

ଶେଷରେ ଅଭିଜିତ ଆୟର ଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। କୋଣାର୍କ ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ ଚାଲିଥିବା ତର୍ଜମା ର ପୂର୍ଣ୍ଣଛେଦ ପକାଇ ଆଜି ଆରେଷ୍ଟ୍ କରିଛି ଅଭିଜିତ ଆୟର ଙ୍କୁ।

ଅଭିଜିତ ଙ୍କୁ ଧରି ଜେରା କରି ସରିଲା ପରେ କମିଶନରେଟ୍ ପୋଲିସ୍ ଗଣ ମାଧ୍ୟମ ଙ୍କୁ ସୂଚନା ଦେଇଛନ୍ତି ଯେ ଅଭିଜିତ ଗିରଫ ଏବଂ କୋର୍ଟ ଚାଲାଣ କରିବା ପୂର୍ବରୁ ପ୍ରଥମେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ।

ଅକ୍ଟୋବର ୧୧ ରେ ଅଭିଜିତ ଙ୍କୁ ହାଜିର୍ ହେବାକୁ କୁହା ଯାଇଥିଲା କିନ୍ତୁ ତିତିଲି କାରଣ ଦେଖଇ ସେ ଗୃହ କମିଟି ପାଖରେ ହଜାର ହୋଇନଥିଲେ।

ପରେ ଉଭୟ ମେଲ୍ ଓ ଟୁଇଟ ଜରିଆ ରେ କ୍ଷମା ପାର୍ଥନ କରିଥିଲେ ।

Leave a Reply

Your email address will not be published. Required fields are marked *