ପୁଣି ଫେରୁଛନ୍ତି ହନି ସିଂ: ଆସୁଛି ନୂଆ ଆଲବମ୍

ହନି ସିଂ କୁ ତ ହୁଏତ ସଭିଏ ଜାଣନ୍ତି। ଆଉ ଯଦି ଆପଣ ବଲିଉଡ୍ ଦୁନିଆର ଖବର ଜାଣନ୍ତି ତାହେଲେ ଏହା ମଧ୍ୟ ଜାଣିଥିବେ କଣ ପାଇଁ ସେ ଆଜି କାଲି ଦେଖିବାକୁ ମିଳୁ ନାହାନ୍ତି ଆଲବମ୍ ରେ।

ଯଦି ବି ଜାଣି ନାହାଁନ୍ତି ତାହେଲେ ଆମେ କହି ରଖୁଛୁ ଯେ ସେ ବାଇ ପୋଲାର୍ ଡିଜ୍ ଅର୍ଡର୍ ରୋଗରେ ପୀଡିତ ଥିଲେ। ଯାହା ଫଳରେ କି ଏକା ସାଙ୍ଗରେ ଅଧିକ ଲୋକ ଙ୍କୁ ଦେଖିଲେ ମଧ୍ୟ ସେ ଭୟଭୀତ ହେଇ ଯାଉଥିଲେ।

କିନ୍ତୁ ବର୍ତ୍ତମାନ ହନି ଙ୍କ ଫ୍ୟାନ ଙ୍କ ପାଇଁ ଖୁସି ର ଖବର।

ହନି ସିଂ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ବର୍ତ୍ତମାନ ଆସୁଛି ତାଙ୍କର ନୂଆ ଆଲବମ୍ ସୀଙ୍ଗିଲ୍।

ହନି ସିଂ ଏହି ବିଷୟରେ ନିଜ ଫେସବୁକ୍ ପେଜ ମାଧ୍ୟମରେ ଲୋକ ମାନଙ୍କୁ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *