ଏହି ୮ ଜଣଙ୍କୁ କେବେ ବି ଦାନ ଦିଅନ୍ତୁ ନାହିଁ

ପ୍ରାଚୀନ କାଳର ଋଷି ମାନେ ଦାନକୁ ନେଇ ବହୁତ୍ କିଛି ବର୍ଣ୍ଣନା କରି ଯାଇଛନ୍ତି।ମୁନି ଋଷି ମାନଙ୍କର କହିବା ଅନୁସାରେ ଦାନ ନେବା ବ୍ୟକ୍ତି ଯଦି ଯୋଗ୍ୟ ହୋଇ ନ ଥାଏ ତାକୁ ଯେଉଁ ଲୋକ ଦାନ ଦେଇଥାଏ ବହୁତ୍ ଶୀଘ୍ର ନିଜର ଦୁଃଖକୁ ଆମନ୍ତ୍ରଣ କରିଥାଏ।ଆସନ୍ତୁ ଜାଣିବା ଏମିତି କିଛି ଲୋକ ବିଷୟରେ ଯାହାକୁ ଦାନ କେବେ ବି ନ ଦେବା ଦରକାର ଆଉ ଦାନ ଦେଲେ ଆମର କଣ ଅନିଷ୍ଟ ହୋଇପାରେ।

୧.ଚୋର –

ଆପଣ କେବେ ବି ଚୋରକୁ ଦାନ ଦେବା ଉଚିତ୍ ନୁହେଁ କାରଣ ସେ ସୁଯୋଗ ପାଇଲେ ଆପଣଙ୍କ ଘରେ ପଶି ଚୋରି କରିଥାଏ।

୨.ମୂର୍ଖ –

ଯେଉଁ ବ୍ୟକ୍ତି ମୂର୍ଖ ହୋଇଥାଏ ତାକୁ ଦାନ ଦେବା ଖତର୍ଣାକ୍ ହୋଇଥାଏ।କାରଣ ସେ ଦାନ ଦେବା ଲୋକ ଓ ଦାନକୁ ବହୁତ୍ ଶୀଘ୍ର ଭୁଲି ଯାଇଥାଏ।

୩.ଚିକିତ୍ସକ ବା ଡାକ୍ତର –

ଯେଉଁ ବ୍ୟକ୍ତି ଏଭଳି ଡାକ୍ତରକୁ ଦାନ ଦେଇଥାଏ ଯାହାର ଚିକିତ୍ସା କରିବାର କ୍ଷମତା ନ ଥାଏ କାରଣ ଏଭଳି ଚିକିତ୍ସା କାହା ଜୀବନ ପ୍ରତି ସଙ୍କଟ ହୋଇଥାଏ।

୪.ଦୁଷ୍ଟ ଲୋକ –

ଯେଉଁ ଲୋକ ଦୁଷ୍ଟ ଚରିତ୍ରର ଅଟେ ତାକୁ ଯଦି ଆପଣ ଦାନ ଦେବେ ସେ କେବେ ବି ନିଜର ଆଉ ଅନ୍ୟ ମାନଙ୍କର କ୍ଷତି ପହଞ୍ଚାଇ ଥାଏ।

୫. ଯୁଆଡି –

ଯଦି ଆପଣ ଏଭଳି ଲୋକକୁ ଦାନ ଦେବେ ତାହେଲେ ସେ ଦାନକୁ ନେଇ ଜୁଆ ଖେଳରେ ଲଗେଇଦେବ।

୬.ପ୍ରଶଂସକ –

ଯେଉଁ ଲୋକ ଅନ୍ୟମାନଙ୍କର କିମ୍ବା ନିଜର ଅତ୍ୟଧିକ ପ୍ରଶଂସା କରିଥାଏ ସେଭଳି ବ୍ୟକ୍ତି ମାନେ ଚପଳ ପ୍ରକୃତିର ହୋଇଥାଏ।ଏଭଳି ଲୋକମାନଙ୍କୁ କେବେ ବି ଦାନ ଦେବେ ନାହିଁ।

୭.କ୍ରିମିନାଲ ବା ବନ୍ଦୀ –

ଯଦି ଏଭଳି ଲୋକଙ୍କୁ ଆପଣ ଦାନ ଦେଇଛନ୍ତି ତେବେ ଏହା ସଙ୍କଟ ପର୍ଣ୍ଣ ହୋଇପାରେ।

୮. ଚାଟୁକାର –

ଯେଉଁ ଲୋକ ସବୁବେଳେ ତେଲ ମାଲିସ୍ କଲା ଭଳି କଥା ବାର୍ତ୍ତା କରେ ସେଭଳି ଲୋକକୁ କେବେ ବି ଦାନ ଦେବେ ନାହିଁ ଏଭଳି ବ୍ୟକ୍ତି କେବେ ବି ହିତୋପଦେଶ ହୋଇ ନ ଥାନ୍ତି।

Leave a Reply

Your email address will not be published. Required fields are marked *