ବହୁତ୍ ପ୍ରକାର ବୃକ୍ଷ୍ୟଙ୍କୁ ଆମେ ଦେବତା ଭାବି ପୂଜା କରନ୍ତି।ଯଥା ତୁଳସୀ, ଅଁଳା,ବେଲ, ଅଶ୍ଵସ୍ଥ।ତାହେଲେ ଏହି ଗଛକୁ ଦେବତା ଭାବରେ କାହିଁକି ପୂଜା କରନ୍ତି।
ତା ଭିତରୁ ଗୋଟେ ବୃକ୍ଷ୍ୟ କହୁଛି ଅଶ୍ଵସ୍ଥ ବୃକ୍ଷ ଏହାକୁ ପୂଜା କରିବା ଦ୍ୱାରା ମନୁଷ୍ୟର ବହୁତ୍ ପ୍ରକାର ମଙ୍ଗଳ ହୋଇଥାଏ।ଖାଲି ସେତିକି ନୁହେଁ ବିଜ୍ଞାନ କହେ ଅଶ୍ଵସ୍ଥ ଗଛ ମୂଳରେ ଯଦି ପାଣି ଢାଲନ୍ତି ବା ଯଦି ଏହି ଗଛ ମୂଳରେ ଯଦି କିଛି ସମୟ କେହି ବସି ଯାଆନ୍ତି ତାର ଶ୍ୱାସ ପ୍ରଶ୍ଵାସ୍ ପ୍ରକ୍ରିୟା ବହୁତ୍ ତୋରନିତ ହୋଇଥାଏ।
ଖାଲି ସେତିକି ନୁହେଁ ଅଶ୍ଵସ୍ଥ ବୃକ୍ଷ ହେଉଛି ଗୋଟେ ଦେବ ବୃକ୍ଷ।କୁହାଯାଏ ଗୀତା ଗୋଟେ ଶାସ୍ତ୍ର ହେଲେ ମଧ୍ୟ ଶାସ୍ତ୍ରର ଉର୍ଦ୍ଧ ରେ ହେଉଛି ଗୀତା।ଗାଈ ଗୋଟିଏ ପଶୁ କିନ୍ତୁ ପଶୁ ମାନଙ୍କର ଉର୍ଦ୍ଧରେ ହେଉଛି ଗାଈ। ଖସା ଗୋଟେ ଶସ୍ୟ ଅଟେ କିନ୍ତୁ ଶସ୍ୟ ମାନଙ୍କର ଉର୍ଦ୍ଧରେ ହେଉଛି ଖସା।କାରଣ ଖସାର ବହୁତ୍ ମହତ୍ଵ ଥାଏ।
ଦୁବ ଗୋଟେ ତୃଣ କିନ୍ତୁ ତୃଣର ଉର୍ଦ୍ଧରେ ହେଉଛି ଦୁବ।କାରଣ ଦୁବ ଠାକୁରଙ୍କର ମୁଣ୍ଡରେ ବସେ।ଖାଲି ସେତିକି ନୁହେଁ।ଅଶ୍ଵସ୍ଥ ଗଛ ଏବଂ ତୁଳସୀ ଗଛ ଏମାନେ ଗଛ କିନ୍ତୁ ଏମାନେ ଗଛ ମାନଙ୍କ ଉର୍ଦ୍ଧରେ।