ସଭା ମଞ୍ଚ ରୁ ଖାରବେଳ ଙ୍କ ବେକ ଧରି ଘୋଷାଡ଼ି ଆଣିଲେ ଦୁର୍ବୁର୍ତ ;ପ୍ରତାପ ଦେବ ଙ୍କ ସମ୍ପୃକ୍ତି ଥିବା ଅଭିଯୋଗ

ସଭା ମଞ୍ଚ ରୁ ଖାରବେଳ ଙ୍କ ବେକ ଧରି ଘୋଷାଡ଼ି ଆଣିଲେ ଦୁର୍ବୁର୍ତ ;ପ୍ରତାପ ଦେବ ଙ୍କ ସମ୍ପୃକ୍ତି ଥିବା ଅଭିଯୋଗ:-
ସମ୍ପ୍ରତି ରାଜନୈତିକ ଛକା ପଞ୍ଝା ଏତେ ଆଗକୁ ବଢ଼ିଗଲାଣି ଯେ ଏହା ବ୍ୟକ୍ତିଗତ ସ୍ତରରେ ଗଣ୍ଡଗୋଳ ରେ ମଧ୍ୟ ସାମିଲ ହେଲାଣି I ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ ଙ୍କୁ ଗତକାଲି ଆକ୍ରମଣ ହେଇଚି I ପ୍ରାପ୍ତ ସୂଚନା ଅନୁଯାଇ କେନ୍ଦ୍ରାପଡା ଆଳି ରେ ଏକ ସଭା ରେ ଖାରବେଳ ଯୋଗ ଦେଇଥିଲେ I ମୁଖ୍ୟମନ୍ତ୍ରୀ ଙ୍କ ବିପକ୍ଷ ରେ ନିଜର ବକ୍ତବ୍ୟ ରଖୁଥିବା ବେଳେ ମଞ୍ଚ ଉପରକୁ ଉଠିଯାଇ କିଛି ଦୁର୍ବୁର୍ତ ତାଙ୍କ ବେକକୁ ଧରି ତଳକୁ ଘୋଷାଡ଼ି ଆଣିଥିଲେ

I ଏବଂ ତୁରନ୍ତ ସଭା ଛାଡି ନଗଲେ ସେହି ସ୍ଥାନରେ ହାଣିଦେବାକୁ ଧମକ ଦେଇଥିଲେ I ସ୍ୱାଇଁ ଙ୍କ ଦୁଇଜଣ ସହଯୋଗୀ ମଧ୍ୟ ଗୁରୁତର ହେଇଥିଲେ I ତେବେ ଖାରବେଳ ଙ୍କୁ ଆକ୍ରମଣ ରେ ପ୍ରତାପ ଦେବ ଙ୍କ ସମ୍ପୃକ୍ତି ଥିବା ନିଜେ ଶ୍ରୀ ସ୍ୱାଇଁ ଅଭିଯୋଗ କରିଛନ୍ତି I

Leave a Reply

Your email address will not be published. Required fields are marked *