ଦୀପାବଳି ପୂର୍ବରୁ ଘରୁ ବାହାର କରିଦିଅନ୍ତୁ ଏହି ସବୁ ଜିନିଷ: ଘର ପୁରିଯିବ ଧନ ଲକ୍ଷ୍ମୀ ରେ

ଘରେ କଣ ରଖିବା ଦରକାର ଆଉ କଣ ନାହିଁ ଏହା ଜାଣିବା ବହୁତ୍ ଜରୁରୀ ଅଟେ।କେତେଥର ଗୋଟେ ଛୋଟ ଭୁଲ୍ ଦ୍ବାରା ବ୍ୟକ୍ତିର ଭାଗ୍ୟ ଖୋଲିଯାଏ ଆଉ ତାକୁ କେତେଥର ବହୁତ୍ ସମସ୍ୟାର ସମ୍ମଖୀନ ହେବାକୁ ପଡ଼େ।

ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି କୌଣସି ଜିନିଷକୁ ଦୀପାବଳୀ ପୂର୍ବରୁ ଘରୁ କିମ୍ବା ଦୋକାନରୁ ବାହାର କରିଦିଆଯାଏ ତ ମନୁଷ୍ୟର ଦୁର୍ଭାଗ୍ୟ ଆଉ ଦାରିଦ୍ର୍ୟ ସବୁଦିନ ପାଇଁ ସମାପ୍ତ ହୋଇଯିବ।

ଆଉ ମାତା ଲକ୍ଷ୍ମୀ ସବୁଦିନ ପାଇଁ ଆପଣଙ୍କ ଘରେ ନିବାସ କରିଥାନ୍ତି।
୧.ପୁରୁଣା ଆଉ ଚିରା କପଡା
୨.ଦେବୀ ଦେବତାଙ୍କ ଚିରା ଫଟୋ କିମ୍ବା ଖଣ୍ଡିତ ମୂର୍ତ୍ତି
୩.ଘରର ଛାତରେ ପଡ଼ିଥିବା ମଇଳା
୪.ଅନାବଶ୍ୟକ ପଥର,ମୂର୍ତ୍ତି,ଏବଂ ତାବିଜ୍
୫.କେଉଁ ପ୍ରକାର ଭଙ୍ଗା ଭଙ୍ଗୀ ଜିନିଷ
୬.ଚିରା ମନିପର୍ଶ କିମ୍ବା ଭଙ୍ଗା ଆଲ୍ ମୀରା ଯେଉଁଥିରେ ଧନ ରଖୁଛନ୍ତି
୭.ତାଜମହଲର ଫଟୋ, ବୁଡୁଥିବା ଡ଼ଙ୍ଗା,ପଶୁମାନଙ୍କ ଚିତ୍ର ଏହି ସବୁ ଚିତ୍ର ଘରେ ରଖିବା ଭଲ ନୁହେଁ।
୮.ଭଙ୍ଗା ଆଲମାରୀ ଟଙ୍କା ଅଭାବର କାରଣ ଅଟେ।
୯.ବୁଢିଆଣୀ ଜାଲକୁ ସଫା କରିଦିଅନ୍ତୁ।
୧୦.ଯଦି ଘର କିମ୍ବା ଦୋକାନର କୌଣସି ଟେବୁଲ୍ କିମ୍ବା ଚେୟାର ଭାଙ୍ଗି ଯାଇଛି ତେବେ ଏହାକୁ ଦୀପାବଳୀ ପୂର୍ବରୁ ସଜଡ଼ନ୍ତୁ।

Leave a Reply

Your email address will not be published. Required fields are marked *