ଦଳିତ ଙ୍କ ସ୍ୱାଭିମାନ ପାଇଁ ନିଜ ବିଧାୟକ ପଦ ଛାଡିଲେ ଶଗରିଆ I

ଦଳିତ ନିଷ୍ପେସିତ ଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି ,ନ୍ୟାୟ ମିଳିବାରେ ବହୁ ବିଳମ୍ବ ହେଲେ ମଧ୍ୟ ସେମାନଙ୍କୁ ନ୍ୟାୟ ମିଳିପାରୁନାହିଁ I ଆଦିବାସୀ ବୋଲି ସବୁ କ୍ଷେତ୍ର ରେ ସେମାନଙ୍କୁ ଅବହେଳା କରାଯାଉଛି I ଯେଉଁଥିପାଇଁ କୋରାପୁଟ ବିଧାୟକ ବାଧ୍ୟ ହେଇ ନିଜର ବିଧାୟକ ପଦରୁ ଇସ୍ତଫା ପାଇଁ ଆଜି ଘୋଷଣା କରିଛନ୍ତି I କୁନ୍ଦୁଲି ପୀଡିତା କୁ ୟା ମଧ୍ୟରେ ଦୀର୍ଘ 9ମାସ ରୁ ଉର୍ଧ ବିତିସାରିଥିଲେ ମଧ୍ୟ ଏଯାଏଁ ପୀଡିତା ଜଣଙ୍କ ନ୍ୟାୟ ପାଇପାରିଲା ନାହିଁ I

ଦଳିତ ମାନଙ୍କ ଉପରେ ହେଉଥିବା ଅନ୍ୟାୟ କୁ ତୀବ୍ର ବିରୋଧ ସହିତ କୁନ୍ଦୁଲି ପୀଡିତା କୁ ନ୍ୟାୟ ଦେଇ ପାରିନଥିବାରୁ ନିଜ ବିଧାୟକ ପଦ ରୁ ଶେଷରେ ଇସ୍ତଫା ପାଇଁ ଘୋଷଣା କରିଛନ୍ତି ବିଧାୟକ କୃଷ୍ଣ ଶଗରିଆ I ନିକଟ ଅତୀତ ରେ ତାଙ୍କୁ ସାଧାରଣ ସମ୍ପାଦକ ପଦବୀ ରେ ବସାଯାଇଥିଲେ ମଧ୍ୟ ସେ ଏହାକୁ ଗ୍ରହଣ କରିନଥିଲେ I

Leave a Reply

Your email address will not be published. Required fields are marked *