କଣ ଆପଣ ସବୁଦିନ ଶରୀର ରେ ତେଲ ଲଗାଉଛନ୍ତି କି ? ସାବଧାନ !! ଜାଣନ୍ତୁ କେଉଁ ବାରରେ ତେଲ ଲଗାଇଲେ କଣ ହୁଏ

ଗାଧୋଇବା ପୂର୍ବରୁ ତୈଳ ଲଗାଇ ସ୍ନାନ କରିବା ଏକ ନିତିଦିନିଆ କାର୍ଯ୍ୟ I ତେଲ ଲଗାଇବା ଦ୍ୱାରା ତ୍ୱଚା କୁ ଫାଇଦା ମିଳିବା ସହିତ ଶରୀର ପାଇଁ ଲାଭଜନକ ହେଇଥାଏ I ତେବେ ଶାସ୍ତ୍ର ଅନୁଯାଇ ସବୁଦିନ ତେଲ ଲଗାଇବା କୁ ବାରଣ କରାଯାଇଛି I ପ୍ରତ୍ୟକ ଦିନ ତେଲ ଲଗାଇବା ବାସ୍ତୁ ଅନୁଯାଇ ଖରାପ ଅଟେ ,ତେବେ ଚାଲନ୍ତୁ ଜାଣିବା କେଉଁ ଦିନ ତେଲ ଲଗାଇବା ଦ୍ୱାରା କଣ ହେଇଥାଏ I ରବିବାରରେ ତେଲ ଲଗାଇବା ଦ୍ୱାରା ଶରୀର ରେତାପ ବୃଦ୍ଧି ହେଇଥାଏ

I ସୋମବାର ରେ ତେଲ ଲଗାଇବା ଦ୍ୱାରା ତ୍ୱଚାରେ ଉଜ୍ଜ୍ୱଳତା ଆସିଥାଏ I ମଙ୍ଗଳ ବାରରେ ତେଲ ଲଗାଇବା ଦ୍ୱାରା ଅଶୁଭ ହେଇଥାଏ I ବୁଧବାର ରେ ତେଲ ଲଗାଇବା ଦ୍ୱାରା ଧନ ପ୍ରାପ୍ତି ସହିତ ଶୁଭ ହେଇଥାଏ I ଗୁରୁବାର ରେ ତେଲ ଲଗାଇବା ଦ୍ୱାରା ଅମଙ୍ଗଳ ସହିତ ଧନ ହାନି ହେଇଥାଏ I

ଶୁକ୍ରବାର ରେ ତେଲ ଲଗାଇବା ଦ୍ୱାରା ଦୁଃଖ ବଢିଥାଏ I ଶନିବାର ରେ ତେଲ ଲଗାଇବା ଦ୍ୱାରା ଶୁଭ ଫଳ ସହିତ ଶାନ୍ତି ମିଳିଥାଏ I ତେବେ ମନେ ରଖିବେ କୌଣସି ପରିସ୍ଥିତି ରେ ବି ଗାଧେଇ ସାରିବା ପରେ ତେଲ ଲଗାଇବେ ନାହିଁ ଏହା ଅଶୁଭ ଅଟେ I ଏହା ଦ୍ୱାରା ଲକ୍ଷ୍ମୀ ଛାଡି ଚାଲିଯାଇଥାନ୍ତି I

Leave a Reply

Your email address will not be published. Required fields are marked *