ସୂର୍ଯ୍ୟ ରୁ ଶୁଭୁଛି ଓଁ ଶବ୍ଧ , ନାସା ରେକର୍ଡ କଲା ବିରଳ ଶବ୍ଧ I ସାରା ବିଶ୍ୱ ଆଶ୍ଚର୍ଯ୍ୟ ,ବୈଜ୍ଞାନିକ ମାନେ ମଧ୍ୟ ଚକିତ

ସକଳ ଶକ୍ତିର ସେ ଆଧାର ସେଥିପାଇଁ ତ ସମସ୍ତେ ତାଙ୍କୁ ପୂଜା କରିଥାନ୍ତି I ଦୁନିଆରେ ସବୁ ମିଛ ହେଇପାରେ କିନ୍ତୁ ଦିନ ରାତି ସତ I ସୂର୍ଯ୍ୟ ଙ୍କ ଉପସ୍ତିତି ସତ I ବିଶ୍ୱାସ ରହିଛି କି ତାଙ୍କ ଠାରୁ ଏ ସାରା ସଂସାର ର ସୃଷ୍ଟି I ମଣିଷ ର ହେତୁ ପାଇବା ଠାରୁ ସୃଷ୍ଟି ର ଆରମ୍ଭ କୁ ସବୁବେଳେ ବୈଜ୍ଞାନିକ ମାନେ ଜାଣିବାକୁ ଉଦ୍ୟମ କରିଛନ୍ତି I ଯୁଗ ଆଗେଇଲାଣି ,ମହାକାଶ ରେ ମାନବ ପହଞ୍ଚିଲାଣି ,ସୂର୍ଯ୍ୟ ଙ୍କ ବିଷୟରେ ଟିକିନିକି ପରୀକ୍ଷା ମଧ୍ୟ ଚାଲିଛି I ତେବେ ବୈଜ୍ଞାନିକ ମାନଙ୍କୁ ଏପରି କିଛି ପ୍ରମାଣ ମିଳିଛି ଯାହାକି ସାରା ବିଶ୍ୱ କୁ ଚକିତ କରିଦେଇଛି I ନାସା ର ବୈଜ୍ଞାନିକ ମାନେ ସୂର୍ଯ୍ୟ ଠାରୁ ବାହାରୁଥିବା ଏକ ଶବ୍ଧ

କୁ ନୂତନ ଜ୍ଞାନ କୌଶଳ ଯନ୍ତ୍ରପାତି ଦ୍ୱାରା ରେକର୍ଡ କରିବାରେ ସକ୍ଷମ ହେଇଥିଲେ ତେବେ ଯେତେବେଳେ ଏହାକୁ ଶୁଣିଲେ ବୈଜ୍ଞାନିକ ମାନଙ୍କ ହୋସ ଉଡିଯାଇଥିଲା କାହିଁକିନା ଏହି ସବ୍ଧ ଥିଲା ଓଁ କାର ଶବ୍ଧ ସୃଷ୍ଟିର ସେହି ଗୁଢ ରହସ୍ୟ ର ସ୍ୱର କୁ ସହଜ ରେ ବିଶ୍ୱାସ କରିପାରିନଥିଲେ ବୈଜ୍ଞାନିକ ମାନେ

ତେବେ ବାରମ୍ବାର ପରୀକ୍ଷା ପରେ ଶେଷରେ ବୈଜ୍ଞାନିକ ମାନେ ମାନିବାକୁ ବାଧ୍ୟ ହେଲେ ଯେ ସୂର୍ଯ୍ୟ ଙ୍କ ଠାରୁ ଓଁ ଶବ୍ଧ ସୃଷ୍ଟି ହେଉଛି I

ପୂର୍ବେ ଆମ ପୂର୍ବ ପୁରୁଷ ମାନେ ସୂର୍ଯ୍ୟ ଙ୍କୁ ଦେବତା ଭାବି ମାନୁଥିଲେ ଏବଂ ସକାଳ ସୃଷ୍ଟି ତାଙ୍କ ଠାରୁ ଆରମ୍ଭ ବୋଲି କହୁଥିଲେ ଏବେ ବୈଜ୍ଞାନିକ ମାନେ ମଧ୍ୟ ଏହି ସବ୍ଧ ଶୁଣିଲା ପରେ ଚକିତ ହେଇଯାଇଛନ୍ତି I

Leave a Reply

Your email address will not be published. Required fields are marked *