ରାଉଲକେଲା ଷ୍ଟିଲ ପ୍ଲାଣ୍ଟ ଡେପୁଟି ମ୍ୟାନେଜର ଙ୍କ ସନ୍ଦେହ ଜଣକ ମୃତ୍ୟୁ:ହତ୍ୟା ନା ଆତ୍ମହତ୍ୟା

ଗତ ରାତି(ଶନିବାର) ରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ର ଡେପୁଟି ମ୍ୟାନେଜର ରଶି ଦେଇ ଆତ୍ମହତ୍ୟା କରିଥିବା ର ସୂଚନା ମିଳିଛି।

୩୧ ବର୍ଷୀୟ ଜୟ ପ୍ରବେଶ ଷ୍ଟିଲ ପ୍ଲାଣ୍ଟ ର ନ୍ୟୁ ପ୍ଲେଟ୍ ବିଭାଗ ରେ ଡେପୁଟି ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ।

ଜୟ ରାଉଲକେଲା ର sektar-୨ ସ୍ଥିତ ଏଚ୍ -୩ ବାସ ଭବନ ରେ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟା ର କାରଣ ଏ ଯାଏ ସ୍ପଷ୍ଟ ନ ଥିଲେ ମଧ୍ୟ ପୋଲିସ୍ ସୂତ୍ର ରୁ ମିଳିଥିବା ସୂଚନା ମୁତାବକ ୩ ଦିନ ପୂର୍ବରୁ ଜୟ ଙ୍କ ପତ୍ନୀ ତାଙ୍କ ଶାଶୁ ଘରକୁ ଯାଇଛନ୍ତି ଏବଂ ଜୟ ମଧ୍ୟ କାଲି ସେଠାକୁ ଯିବା ପାଇଁ ଟିକେଟ କରିଥିଲେ।କିନ୍ତୁ କାଲି ଯାଇନଥିଲେ।

ଏଥି ପାଇଁ ତାଙ୍କ ପତ୍ନୀ କାଲି ତାଙ୍କୁ ବାରମ୍ବାର କଲ୍ କରିଥିଲେ କିନ୍ତୁ ଜୟ ଫୋନ୍ ନ ଉଠାଇବା ରୁ ପତ୍ନୀ ଜୟ ଙ୍କ ବନ୍ଧୁ ମାନଙ୍କୁ କଲ୍ କରିଥିଲେ। ସେମାନେ ଆସି କବାଟ ବାଡ଼େଇବପରେ ଜୟ କବାଟ ନ ଖୋଲିବାରୁ ସେମାନେ କବାଟ ଭାଙ୍ଗିଥିଲା ଏବଂ ଭିତରେ ଜୟ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଥିଲେ।

Leave a Reply

Your email address will not be published. Required fields are marked *