ଆଜି ଦିପ ଜଳାଇ କଜଳ ମାଖନ୍ତୁ ଆଉ ଦେଖନ୍ତୁ କଣ ହେଉଛି

ଏହି ବର୍ଷ ନରକ ଚତୁର୍ଦ୍ଦଶୀ ନଭେମ୍ବର ୬ ରେ ପଡ଼ିଛି। ଏହି ଦିନ ସୂର୍ଯ୍ୟୟଦୟ ପୂର୍ବରୁ ରାଶି ତେଲ ମାଲିଶ୍ କରି ସ୍ନାନ କଲେ ନରକ ଦଶା ରୁ ମୁକ୍ତି ମିଳେ। ଯିଏ ସୂର୍ଯ୍ୟୋଦୟ ପରେ ସ୍ନାନ କରେ ତାକୁ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ। ନରକ ଚତୁର୍ଦ୍ଦଶୀ ର ରାତି କୁ ମୁକ୍ତି କାରକ ମୁହୂର୍ତ୍ତ ମନା ଯାଇ ଥାଏ।

ଏହି ରାତିରେ ଜପ ତପ ଧ୍ୟାନ କରିବା ଦ୍ବାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ନରକ ଚତୁର୍ଦ୍ଦଶୀ ରାତିରେ ଯୋଉ ମନ୍ତ୍ର ଜପ କରାଯାଇଥାଏ ତାହା ସିଦ୍ଧ ହୋଇଥାଏ। ଏହି ଦିନ ରାଶି ତେଲ ରେ ଦୀପ ଜଳାଇ ତାର କାଜଲ ଉତ୍ତାରି ରଖନ୍ତୁ। ଏହି କଜଳ ଲଗାଇଥିବା ବ୍ୟକ୍ତି ଙ୍କୁ କାହାର ନଜର ଲାଗେନାହିଁ।

ଏହାକୁ ଲଗେଇବା ଦ୍ବାରା ନେତ୍ର ଜ୍ୟୋତି ବୃଦ୍ଧି ହୋଇଥାଏ ଏବଂ ଭୂତ ପ୍ରେତ ପାଖ ପଶନ୍ତି ନାହିଁ। ନରକ ଚତୁର୍ଦ୍ଦଶୀ ରେ ଏହି କାର୍ଯ୍ୟ କଲେ ନିଶ୍ଚିନ୍ତ ସୁଫଳ ମିଳିଥାଏ।

Leave a Reply

Your email address will not be published. Required fields are marked *