ଡାଇବେଟିସ ରୋଗୀ ମାନେ ଭୁଲ୍ ରେ ବି ଖାଆନ୍ତୁ ନାହିଁ ଏହି ଖାଦ୍ୟ

ଡାଇବେଟିସ ଗୋଟିଏ ଏମିତି ରୋଗ ଯାହା ବିଭିନ୍ନ ପ୍ରକାର ରୋଗ କୁ ଜନ୍ମ ଦେଇ ଥାଏ। ତେଣୁ ଡାଇବେଟିସ ରୋଗ କୁ ନିୟନ୍ତ୍ରଣ ରେ ରଖିବା ଆବଶ୍ୟକ। ଡାଇବେଟିସ କୁ ସମ୍ପୂର୍ଣ୍ଣ ଭଲ କରିବା ଅସମ୍ଭବ।

କିନ୍ତୁ କେତେକ ପ୍ରଣାଳୀ ଓ ଖାଦ୍ୟ ପେୟ ରେ ପରିବର୍ତନ କରି ଡାଇବେଟିସ କୁ ସହଜ ରେ ନିୟନ୍ତ୍ରଣ କରାଯାଇ ପାରିବ।

1. ଡାଇବେଟିସ ରୋଗୀ ମାନେ ଆଳୁ ଖାଇବା ସମ୍ପୂର୍ଣ୍ଣ ଅନୁପଯୋଗୀ। କାରଣ ଆଳୁ ରେ ବହୁ ପରିମାଣ ରେ ସ୍ଵେତସାର ଥାଏ।

ଏହା ଶୀଘ୍ର ହଜମ ହୋଇ ରକ୍ତ ରେ ଗ୍ଲୁକୋଜ ର ମାତ୍ରା କୁ ବଢାଇ ଦେଇଥାଏ।

2. ମଇଦା ରେ ପ୍ରସ୍ତୁତ ସମସ୍ତ ଖାଦ୍ୟ ଯଥା bread, pastaa, biscuit ପରି ଖାଦ୍ୟ ଡାଇବେଟିସ ରୋଗୀ ଙ୍କ ପାଇ ବହୁତ୍ କ୍ଷତି କାରକ ଅଟେ। ଯଦି ଡାଇବେଟିସ ରୋଗୀ bread ଖାଇବାକୁ ଇଚ୍ଛା କରନ୍ତି ତେବେ ସେ white bread ବଦଳରେ brown bread khai ପାରିବେ।

3. ବଜାର ରେ ବିକ୍ରି ହେଉଥିବା fast-food ଡାଇବେଟିସ ରୋଗୀ ଙ୍କ ବହୁତ୍ ହନି କାରକ। କାରଣ ଏହା ରକ୍ତ ରେ cholesterol ର ମାତ୍ରା ବଢାଇ insulin କୁ ଅକାମୀ କରିଦେଇ ଥାଏ।

ଯାହା ଦ୍ବାରା ଡାଇବେଟିସ ର ଲେବୁଲ୍ ବଢ଼ିବାକୁ ଲାଗେ। ଯଦି ତେଲ ଖାଇବାର ଇଚ୍ଛା ଥାଏ ତେବେ ଘରେ olive oil ତିଆରି ଖାଦ୍ୟ ଖାଇବା ଉଚିତ୍।

4. ଡାଇବେଟିସ ରୋଗୀ ଙ୍କୁ packet re ଥିବା snacks ଖାଇବା ବିଲକୁଲ୍ ବି ଉଚିତ୍ ନୁହେଁ। କାରଣ ବଜାର ରେ ବିକ୍ରି ହେଉଥିବା mixture, snacks ଇତ୍ୟାଦି ରେ ଅଧିକ ପରିମାଣ ର କାର୍ବୋହାଇଡ୍ରେଟ ସହିତ ବିଷାକ୍ତ ତେଲ ଥାଏ। ଯାହା କୁ ଶରୀର ପାଇଁ ବହୁତ୍ କ୍ଷତି କାରକ ଅଟେ।

5. ଡାଇବେଟିସ ରୋଗୀ ଙ୍କୁ ମୃଦୁ ପାନୀୟ ପିଇବା ଉଚିତ୍ ନୁହେଁ। ମୃଦୁ ପାନୀୟ ଯେପରି Coca-Cola, energy drink, frooty ଇତ୍ୟାଦି ରେ ଅଧିକ ପରିମାଣ ର କାର୍ବୋହାଇଡ୍ରେଟ ରହିଥାଏ। ଯାହାଦ୍ବାରା ରକ୍ତ ରେ ଗ୍ଲୁକୋଜ ର ପରିମାଣ ବୃଦ୍ଧି ଘଟିଥାଏ।

6. କିସମିସ ରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ଵ ବ୍ୟତୀତ suggar ର ମାତ୍ରା ବେଶୀ ଥାଏ।

ତେଣୁ ଡାଇବେଟିସ ରୋଗୀ କିସମିସ ଖାଇବା ଉଚିତ୍ ନୁହେଁ

7. ଡାଇବେଟିସ ରୋଗୀ ମାନେ ଧଳା ଭାତ ମଧ୍ୟ ଖାଇବା ଉଚିତ୍ ନୁହେଁ। ଯଦି ଭାତ ଖାଇବାର ଇଚ୍ଛା ଥାଏ ତେବେ ନାଲି ଚାଉଳ ର ଭାତ ଖାଇବା ଉଚିତ୍।

Leave a Reply

Your email address will not be published. Required fields are marked *