ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ ଙ୍କୁ ମହିଳା ରେସଲର୍ ଟେକି ଫୋପାଡ଼ିଦେଲେ ଯେ ଅଣ୍ଟା ଭାଙ୍ଗିଯାଇଛି

ଆଇଟମ ଗାର୍ଲ ରାଖୀ ନିଜର ଡ୍ରାମେବାଜ ପାଇଁ ସବୁବେଳେ ଚର୍ଚିତ I ବିବାହ ପାଇଁ ନିଜର ସ୍ଵୟମ୍ବର ବି କରିଥିଲେ ମଝିରେ I ତେବେ ଗତକାଲି ତାଙ୍କ ନିଜ ଚାଲେଞ୍ଜ ତାଙ୍କୁ କାଳ ହେଇଚି I ଗତକାଲି ବିଗ୍ ଫାଇଟ୍ ରେ ବିଦେଶିନୀ ମହିଳା ରେସଲର ରୋବେଲ୍ ଫାଇଟ୍ ଜିତିଥିଲେ I ଏବଂ ଜିତିସାରିବା ପରେ ମୈଦାନ ରେ ଥିବା ସମସ୍ତଙ୍କୁ ଖୋଲା ଚାଲେଞ୍ଜ ରେ କହିଥିଲେ ଯଦି କୋଉ ଭାରତୀୟ ମହିଳାଙ୍କ ପାଖରେ ଦମ୍ ଥାଏ ତେବେ ହରେଇବାକୁ ସାମ୍ନା କୁ ଆସ I

ରେସଲର ଙ୍କ ଆହ୍ୱାନ ରେ ରାଗି ଯାଇଥିଲେ ରାକ୍ଷୀ ଏବଂ ସିଧା ଷ୍ଟେଜ କୁ ଉଠିଯାଇ ତାଙ୍କୁ ବି ଚାଲେଞ୍ଜ ଦେଇଥିଲେ ଯେ ରାକ୍ଷୀ ଙ୍କ ପରି ନାଚିକି ଦେଖା ଯଦି ଦମ ଅଛି I ନିଜେ ରାକ୍ଷୀ ଡାନ୍ସ କରିଥିଲେ ରାକ୍ଷୀ ଙ୍କ ସମର୍ଥନ ରେ ଉପସ୍ଥିତ ଦର୍ଶକ ତାଳି ମାଡ କରିବାରୁ ରେସଲର ରାଗିଯାଇ ରାକ୍ଷୀ ଙ୍କୁ ଟେକି ଫୋପାଡ଼ି ଦେଇଥିଲେ

I ଆଘାତ ରେ ରାକ୍ଷୀ ଏତେ ଗୁରୁତର ହେଇଯାଇଥିଲେ ଯେ ତାଙ୍କ ଅଣ୍ଟା ରେ ଭୀଷଣ ଯନ୍ତ୍ରଣା ଅନୂଭତ ହେଇଥିଲା ଏବଂ ସେ ତଳୁ ଉଠିପାରିନଥିଲେ I ଶେଷରେ ରାକ୍ଷୀ ଙ୍କୁ ହସ୍ପିଟାଲ ରେ ଭର୍ତି କରାଯାଇଛି I

Leave a Reply

Your email address will not be published. Required fields are marked *