ବୈଜୟନ୍ତ ଙ୍କୁ ବିରୋଧ କରି ବାକୁ ଯାଇ ନନ୍ଦ ଙ୍କ ସମର୍ଥକ ଙ୍କ ଦ୍ୱାରା ପ୍ରବଳ ଛେଚା ଖାଇଲେ ଜୁବକ

ବିଜେଡି ରୁ ବୈଜୟନ୍ତ ବାହାରିଯିବା ପରେ ତାଙ୍କ ହେଇଯାଉ ଚା ଖଟି ଏବଂ ଲୋକପ୍ରିୟତା ରେ ରୋକ ଲଗାଇବା ପାଇଁ କଳେବଳେ କୌଶଳେଚେଷ୍ଟା କରାଯାଇ ଶେଷରେ ହେଲିକପ୍ଟର କୁ ଜବତ କରାଯାଇଥିଲା I ବିଭିର୍ଣ୍ଣ ସଭା ବୈଠକ ରେ ବୈଜୟନ୍ତ ଙ୍କୁ ଅଟକାଇବାକୁ ନୂଆ ଫର୍ମୁଲା ବ୍ୟବହାର କରି ବେଇଜତ କରାଯାଉଥିଲା I ବାରିପଦା ସଭାମଞ୍ଚ ରେ ହଠାତ ଜଣେ ବିଜେଡି କର୍ମୀ ମଞ୍ଚ କୁ ଆସି ବିଜୁଳି ବିଲ ବାକିଥିବା କହି ଚିଲେଇଥିବା ବେଳେ ଅନୁଗୁଳ ରେ କିଛି ବିଜେଡି କର୍ମୀ ଫୁଲତୋଡ଼ା ଦେଇ ସ୍ୱାଗତ କରି ଆପଣ କାହିଁକି ବିଜୁଳି ବିଲ ବାକି ରଖିଛନ୍ତି ସେନେଇ ପ୍ରଶ୍ନ କରି ବୈଜୟନ୍ତ ଙ୍କୁ ଘାଇଲା କରିଥିଲେ I

ସେହିପରି ଗତକାଲି ଢେଙ୍କାନାଳ ରେ ପୂର୍ବତନ ବିଧାୟକ ନବୀନ ନନ୍ଦ ଙ୍କ ଦ୍ୱାରା ମହା ସମାବେଶ ଆୟୋଜିତ ହେଉଥିବା ବେଳେ କିଛି ଲୋକ ହଠାତ ମଞ୍ଚ କୁ ଉଠି ସଭା ଭଣ୍ଡୁର କରିବାକୁ ଚେଷ୍ଟା କରୁଥିବା ବେଳେ ନବୀନ ନନ୍ଦ ଙ୍କ ସମର୍ଥକ ମାନେ ସେମାନଙ୍କୁ କାବୁ କରିନେଇ ଭଲକି ଉତ୍ତମ ମାଧ୍ୟମ ଦେଇଛନ୍ତି I

ଏନେଇ ବୈଜୟନ୍ତ ମଧ୍ୟ ସଭାରେ କହିଥିଲେ କି ବିଜୁ ବାବୁଙ୍କ ନାମ ନେଇ ବିଜୁ ଯୁବ ବାହିନୀ ନାମରେ ଗୁଣ୍ଡା ବାହିନୀ ତିଆରି କରାଯାଉଛି I

Leave a Reply

Your email address will not be published. Required fields are marked *