ପ୍ରତିଶୋଧ ନେଲା ନାଗୁଣୀ ,ନାଗକୁ ମାରିଥିବା ତିନି ବନ୍ଧୁ ଙ୍କୁ ଜୀବନରୁ ମାରିଲା ବିଶ୍ୱାସ ନହେଲେ ବି ସତ

ବିଶ୍ୱାସ ରହିଛି କି ନାଗ କୁ ମାରିଦେଲେ ନାଗୁଣୀ ଖୋଜି ଖୋଜି ପ୍ରତିଶୋଧ ନେଇଥାଏ I କୁହାଯାଏ ନାଗ ର ଚକ୍ଷୁ ରେ ଶେଷ ସମୟର ଫଟ କଏଦ ହେଇଥାଏ I ଯାହାର ସାହାରା ନେଇ ହିଂସ୍ର ହେଇଥିବା ନାଗୁଣୀ ପ୍ରତିଶୋଧ ନେଇଥାଏ I ଏହାକୁ ନେଇ ଅନେକ ଫିଲ୍ମ ମଧ୍ୟ ତିଆରି କରାଯାଇଛି I ଫିଲ୍ମ ଗୁଡିକ ସଫଳତା ମଧ୍ୟ ପାଇଛନ୍ତି I ତେବେ ଅନେକ ଏହାକୁ ସତ କହୁଥିବା ବେଳେ ଆଉ କେତେକ ଅନ୍ଧବିଶ୍ୱାସ କହିଥାନ୍ତି I

କିନ୍ତୁ ଏମିତି ଏକ ଘଟଣା ଘଟିଛି ମଥୁରା ରେ ଯାହାକୁ ଆପଣ ପଢ଼ିସାରିବା ପରେ ବିଶ୍ୱାସ କରିବାକୁ ବାଧ୍ୟ ହେବେ I ପ୍ରାପ୍ତ ସୂଚନା ଅନୁଯାଇ ମଥୁରା ର କସବାରାୟ ନିକଟରେ ଏକ ନାଗ ଦେଖିବା ପରେ ସେଠାରେ ଥିବା ତିନି ଯୁବକ ହରିଓମ୍ ,ଅଭୟ ଏବଂ ବୈଦ୍ୟନାଥ ତାକୁ ପିଟି ପିଟି ମାରିଦେଇଥିଲେ I

କିନ୍ତୁ ତା ପରଦିନ ଘଟଣା ସମସ୍ତଙ୍କ ନିଦ ହଜାଇ ଦେଇଥିଲା I ହରିଓମ୍ ଚାମୁଣ୍ଡା ମନ୍ଦିର ଯାଇଥିବା ବେଳେ ସେଠାରେ ଏକ ନାଗୁଣୀ ତାକୁ ଫଲୋ କରିଥିଲା ଏବଂ ତା ହାତରେ ଗୁଡ଼ାଇ ହେଇଯାଇଥିଲା I ଭୟରେ ହରିଅମ୍ ଦୌଡିବାକୁ ଲାଗିବାରୁ ସାପଟି ତାକୁ ଚୋଟ ମାରି ଥିଲା I ସେହିଠାରେ ତାର ଜୀବନ ଯାଇଥିଲା I

ଏବଂ କିଛିଦିନ ପରେ ଅନ୍ୟ ଦୁଇଜଣ ବନ୍ଧୁ ଅଭୟ ଏବଂ ବୈଦ୍ୟନାଥ ଙ୍କର ମଧ୍ୟ ସମାନ ଭାବରେ ସାପ ଦ୍ୱାରା ଜୀବନ ଯାଇଥିଲେ I ଏହାକୁ ନେଇ ଚର୍ଚା ଚାଲିଛି କି ନାଗୁଣୀ ନିଜ ନାଗ ମୃତ୍ୟୁ ର ପ୍ରତିଶୋଧ ନେଇଛି I ସୋର୍ସ :ଅମରଉଜାଲା

Leave a Reply

Your email address will not be published. Required fields are marked *