ଡିସେମ୍ବର ୧ ରୁ କଟି ଯାଇ ପାରେ ଆପଣଙ୍କ ଗ୍ୟାସ୍ କନେକ୍ସନ୍: ଜାରି ରଖିବା ପାଇଁ କରନ୍ତୁ ଏହି ଛୋଟ କାମ

ସରକାର ସାର୍ବଜନୀନ କ୍ଷେତ୍ରରେ ତିନୋଟି ଯାକ ଗ୍ୟାସ ଏଜେନ୍ସି ଯଥା ଇଣ୍ଡିଆନ୍ ଗ୍ୟାସ,ଭାରତ ଗ୍ୟାସ,ଏଚଡ଼ି ଗ୍ୟାସ କୁ ନିର୍ଦ୍ଦେଶ ଜାରିକରିଛନ୍ତି ଯେ ଡିସେମ୍ବର ପହିଲାରୁ ପାଖାପାଖି ଏକ କୋଟି ଗ୍ୟାସ ଉପଭୋକ୍ତାଙ୍କୁ ଆଉ ସିଲିଣ୍ଡର୍ ମିଳିବ ନାହିଁ।କାହିଁକି ନା ସରକାର ବିନା କେୱାଇସି ଗ୍ରାହକଙ୍କ କନେକ୍ସନ୍ ରଦ୍ଧ କରିବାକୁ ଯାଉଛନ୍ତି।ଏଥିପାଇଁ ସରକାର ୩୦ ନଭେମ୍ବର ସୁଦ୍ଧା ବାକି ଉପଭୋକ୍ତାଙ୍କ କେୱାଇସି କମ୍ପିଲଟ୍ କରିବା ପାଇଁ କମ୍ପାନୀ ମାନଙ୍କୁ କହିଛନ୍ତି।

ସବ୍ସିଡି ଛାଡ଼ିଥିବା ଗ୍ରାହକ ମାନେ ମଧ୍ୟ କେୱାଇସି ଦେବା ଜରୁରୀ ଅଟେ।ଯାହାଦ୍ଵାରା ଫର୍ଜି ଗ୍ରାହକମାନଙ୍କ କନେକ୍ସନ୍ ବନ୍ଦ କରାଯିବ।ଏବଂ ଯେଉଁମାନେ ଗ୍ୟାସ ସିଲିଣ୍ଡର ପାଇବାକୁ ହକଦାର ସେମାନେ ହିଁ ଗ୍ୟାସ ପାଇପାରିବେ।

Leave a Reply

Your email address will not be published. Required fields are marked *