ଶାସ୍ତ୍ର ଅନୁସାରେ କେଉଁ ଦିନ ମହିଳା ମାନେ ନୂଆ ବସ୍ତ୍ର ପିନ୍ଧିବା ଅନୁଚିତ

ହିନ୍ଦୁ ଘରେ ମହିଳା ମାନଙ୍କୁ ମା ଲକ୍ଷ୍ମୀ ଙ୍କ ମାନ୍ୟତା ଦିଆଯାଇଛି। ସେଥି ପାଇ ଘରେ ପର୍ବ ପର୍ବାଣୀ ରେ ମହିଳା ମାନଙ୍କ ପାଇଁ ନୂଆ ନୂଆ ବସ୍ତ୍ର ଆସିଥାଏ। କିନ୍ତୁ ଜାଣି ରଖିବା ଉଚିତ୍ ଯେ ମହିଳା ମାନେ କେଉଁ ସମୟରେ ନୂତନ ବସ୍ତ୍ର ପିନ୍ଧିଲେ ତାଙ୍କ ପାଇଁ ଶୁଭ ହୋଇଥାଏ ଏବଂ କେଉଁ ସମୟରେ ପିନ୍ଧିଲେ ତାଙ୍କ ପାଇଁ ଅଶୁଭ ହୋଇଥାଏ।

ଯଦି ମହିଳା ମନେ ରବିବାର ଦିନ ନୂତନ ବସ୍ତ୍ର ପିନ୍ଧନ୍ତି ତେବେ ତାଙ୍କର ଧାନ ପ୍ରାପ୍ତି ହୋଇଥାଏ ଏବଂ ଦାରିଦ୍ର୍ୟ ତ ମଧ୍ୟ ହୋଇଥାଏ। ସେହି ବସ୍ତ୍ର ମଧ୍ୟ ଶୀଘ୍ର ନଷ୍ଟ ହୋଇଯାଇଥାଏ।

  • ଯଦି ମହିଳା ମାନେ ସୋମବାର ଦିନ ନୂଆ ବସ୍ତ୍ର ପିନ୍ଧନ୍ତି ତେବେ ତାଙ୍କର ସୋକ ଜନ୍ମିଥାଏ କିନ୍ତୁ କିଛି ଉନ୍ନତି ମଧ୍ୟ ହୋଇଥାଏ।
  • ମହିଳା ମାନେ ମଙ୍ଗଳବାର ଦିନ ନୂଆ ବସ୍ତ୍ର ପିନ୍ଧିବା ଦ୍ବାରା ସେମାନଙ୍କର ଆୟୁ ହ୍ରାସ ହୋଇଥାଏ କିନ୍ତୁ କିଛି ଶୁଭ ଫଳ ପ୍ରାପ୍ତ ହୋଇଥାଏ
  • ବୁଧବାର ଏବଂ ଗୁରୁବାର ଦିନ ନୂତନ ବସ୍ତ୍ର ପରିଧାନ ଦ୍ବାରା ମହିଳାମାନଙ୍କ ସୌଭାଗ୍ୟ ଯୁକ୍ତ ଫଳ ପ୍ରାପ୍ତି ହୋଇଥାଏ ଏବଂ ସମାଜ ରେ ପ୍ରତିଷ୍ଠା ମଧ୍ୟ ହୋଇଥାଏ।
  • ଶୁକ୍ରବାର ଦିନ ନୂତନ ବସ୍ତ୍ର ପରିଧାନ ଦ୍ବାରା ମହିଳାମାନଙ୍କ ନାନା ପ୍ରକାର ଭୋଗ ପ୍ରାପ୍ତି ହୋଇଥାଏ ଓ କାର୍ଯ୍ୟ ରେ ବହୁ ପ୍ରଶଂସା ମଧ୍ୟ ହୋଇଥାଏ।
  • ଯଦି ମହିଳାମାନେ ଶନିବାର ଦିନ ନୂଆ ବସ୍ତ୍ର ପରିଧାନ କରନ୍ତି ତେବେ ସେମାନଙ୍କ ରୋଗ ଗ୍ରସ୍ତ ସୁନିଶ୍ଚିତ।
  • ମଧ୍ୟାହ୍ନ ପରେ କିମ୍ବା ରାତିରେ ଶନି ରବି କିମ୍ବା ମଙ୍ଗଳବାର ରାତିରେ ମହିଳାମାନେ ନୂତନ ବସ୍ତ୍ର ପରିଧାନ କଲେ ସେମାନଙ୍କର କିଛି କ୍ଷତି ଘରେ ନାହିଁ।
  • ମଙ୍ଗଳବାର ଦିନ ମହିଳାମାନେ ଲାଲ୍ ରଙ୍ଗ ର ବସ୍ତ୍ର ପରିଧାନ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ

Leave a Reply

Your email address will not be published. Required fields are marked *