ଏଥର ଖାଲି ପ୍ୟାକେଟ ଦେଲେ ମିଳିବ ମ୍ୟାଗି

ବର୍ତ୍ତମାନ ସରକାର ପ୍ଲାଷ୍ଟିକ କୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ଦେଇଛି। ସେଥି ପାଇ Maggie ପ୍ରସ୍ତୁତ କରୁଥିବା ନସେଲ୍ କମ୍ପାନୀ ଏ ନେଇ ” Maggie repers returns” ଭଳି ଯୋଜନା ଆରମ୍ଭ କରିଛନ୍ତି। ଯେଉଁଥିରେ ଲୋକମାନେ ମାଗଣା ରେ Maggie ଖାଇ ପାରିବେ। କିନ୍ତୁ ଏଥି ପାଇଁ ସେମାନଙ୍କୁ କିଛି କାମ କରିବାକୁ ପଡ଼ିବ।

ଏହା ଦ୍ବାରା ମାଗଣା ରେ Maggie ମିଳିପାରିବ ତା ସହିତ plastic ଦ୍ବାରା ପ୍ରଦୂଷଣ କୁ ମଧ୍ୟ ରୋକା ଯାଇ ପାରିବ। ଏହି କାର୍ଯ୍ୟକ୍ରମ ତି ହେଉଛି। ସାଧାରଣତଃ ଲୋକମାନେ Maggie ଖାଇସାରିବା ପରେ ସେମାନେ ଏହାର ଜରି କୁ ଫିଙ୍ଗି ଦେଇଥାନ୍ତି। କିନ୍ତୁ ଯଦି ସେମାନେ ସେହି ଜରି କୁ ସାଇତି ରଖିବା ଦ୍ବାରା ସେମାନେ ମାଗଣା ରେ Maggie ଖାଇ ପାରିବେ। ନେସେଲ୍ କମ୍ପାନୀ ପକ୍ଷରୁ ଆରମ୍ଭ କରାଯାଇଥିବା ଯୋଜନା ଅନୁଯାୟୀ ଯଦି ଜଣେ ଗ୍ରାହକ 10 ଟି Maggie ଜରି ଖୋଳ ଦେବେ ସେମାନଙ୍କୁ 1 ପକେଟ୍ Maggie ସମ୍ପୂର୍ଣ୍ଣ ମାଗଣା ରେ ମିଳି ପାରିବ।

କମ୍ପାନୀ ଏବେ ଡେରାଡୁନ ଓ ମସୁରୀ ରେ ପାଇଲଟ ପ୍ରୋଜେକ୍ଟ ଭାବରେ ଏହି offer କୁ କାର୍ଯ୍ୟକାରୀ କରିଛି।
ନେଶେଲ୍ କମ୍ପାନୀ କହିବା ଅନୁସାରେ ଏହି ଯୋଜନା ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ଲାଷ୍ଟିକ ଦ୍ବାରା ହେଉଥିବା ପ୍ରଦୂଷଣ କୁ ସମ୍ପୂର୍ଣ୍ଣ ରୋକିବା ପାଇଁ। ଏହି କମ୍ପାନୀ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମନ ରେ ପ୍ଲାଷ୍ଟିକ ନଷ୍ଟ କରିବା କୁ ନେଇ ସଚେତନ ତ ସୃଷ୍ଠି କରିବା। ଚଳିତ ବର୍ଷ ଫାଉଣ୍ଡେସନ କମ୍ପାନୀ ନାମକ ଏକ ସଂସ୍ଥା ଏକ ରିପୋର୍ଟ ଦେଇଥିଲା ଯେ Maggie, frooty, chips ଭଳି ବଡ଼ ବଡ଼ କମ୍ପାନୀ ର ସାମଗ୍ରୀ ର ପ୍ଲାଷ୍ଟିକ ଯୋଗୁ ଅଧିକ ପ୍ରଦୂଷଣ ହେଉଛି।

Leave a Reply

Your email address will not be published. Required fields are marked *