ରନ୍ ୱ୍ୱ ରେ ଚାଲୁଥିବା ଲୋକ ଙ୍କ ଉପରେ ଚଢ଼ି ଗଲା ବିମାନ

ମସ୍କୋ ରେ ମଙ୍ଗଳ ବର ଦିନ ଏକ ଦୁଃଖଦ ପୂର୍ଣ୍ଣ ଘଟଣା ଘଟି ଯାଇଛି। ଏକ ବିମାନ ଚଢି ଯିବାରୁ ମସ୍କୋ ରେ ଜଣେ ୨୫ ବର୍ଷିଆ ଯୁବକଙ୍କ ମୃତ୍ୟୁ ହୋଇଛି ବୋଲି ଜଣା ପଡିଛି। ରନୱେ ଛିଡ଼ା ହୋଇଥିବା ସମୟ ରେ ସାମ୍ନା ରୁ ଆସୁଥିବା ବିମାନ ତାଙ୍କ ଉପରେ ଚଢ଼ି ଯାଇଥିଲା। ଯାହା ଫଳରେ ଯୁବକଙ୍କ ମୃତ୍ୟୁ ହୋଇଥିଲା।

ଏହି ଘଟଣା ଟି ଘଟିଥିଲା ମସ୍କୋ ର ସବୁଠୁ ବଡ଼ ସେରମେଟେବୋ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଠାରେ। ମଙ୍ଗଳବାର ଦିନ ବୋଇଙ୍ଗ ୭୩୭ ବିମାନ ଭଡାନ ଭାରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ସୂଚନା ମୁତାବକ ମୃତ ଯୁବକ ଜଣକ ନିଜ ବିମାନ ମଧ୍ୟ କୁ ଯିବା ପାଇଁ ବସ୍ର ସାହାଯ୍ୟ ନ ନେଇ ଚାଲି ଚାଲି ଯାଇଥିଲେ। ଯୁବକ ଜଣକୁ ଚାଲି ଚାଲି ଯିବାକୁ ସୁରକ୍ଷା କର୍ମୀ ମନା ମଧ୍ୟ କରିଥିଲେ କିନ୍ତୁ ଯୁବକ ଜଣକ ମନି ନଥିଲେ।

କିଛି ବାଟ ଗଲ ପରେ ଅନ୍ଧାର ହୋଇଥିବାରୁ ଯୁବକ ଜଣକ ରନୱ ରେ ଚାଲୁଥିବା କଥା ସେ ଜାଣିପାରି ନଥିଲେ। ସେହି ସମୟ ରେ ସେହି ରନ୍ୱେ ଦେଇ ବୋଇଂ ୭୩୭ ବିମାନ ଉଡାଣ ଭାରୁଥିବ ବେଳେ ଯୁବକଙ୍କ ଉପରେ ଚଢ଼ି ଯାଇଥିଲା ଓ ଘଟଣା ସ୍ଥଳ ରେ ଯୁବକ ଜଣକ ଙ୍କ ଘଟଣା ସ୍ଥଳ ରେ ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *