୫୦୦ ଟଙ୍କା ର ହକି ଟିକେଟ କଳା ରେ ବିକ୍ରି ହେଉଛି ୮୦୦୦ ରେ

ଓଡ଼ିଶା ରେ ୨୭ ତାରିଖ ରେ ଉଦ୍ଘାଟନ ହେବାକୁ ଯାଉଚି ହକି ବିଶ୍ଵ କପ୍। ଏହାକୁ ନେଇ ରଙ୍ଗ ବେରଙ୍ଗ ରେ ସଜେଇ ହେଇଚି ଆମ ରାଜଧାନୀ ଏବଂ ସମ୍ପୂର୍ଣ୍ଣ ଓଡ଼ିଶାବାସୀ ଏହାକୁ ନେଇ ଉତ୍କଣ୍ଠା ରେ।

କିନ୍ତୁ ଟିକେଟ ମିଳିବାକୁ ନେଇ ଦେଖା ଯାଇଥିଲା ବଡ ସମସ୍ୟା। ଟିକେଟ ଅନଲାଇନ ରେ ମିଳିବ କହି ସ୍ବପ୍ନ ଦେଖଇ ଭଣ୍ଡେଇ ଦେଇଥିଲେ ସଂପୃକ୍ତ ଅଧିକାରୀ। ଯାହା ଫଳରେ ଲୋକ ମାନେ ଟିକେଟ ପାଇ ପାରିନଥିଲେ। ଆଉ ଏବେ ଟିକେଟ କୁ ନେଇ ଦେଖିବାକୁ ମିଳୁଛି ଜାଲିଆତି।

OLX ରେ ମିଳୁଛି ହକି ଟିକେଟ। ତାହା ପୁଣି ୮୦୦୦ ରେ। ଯେଉଁ ଟିକେଟ ର ମୂଲ୍ୟ ୫୦୦ ଟଙ୍କା ତାହା ବିକ୍ରି ହେଉଛି ୮୦୦୦ ରେ।

ସୁଜାତା ପାଢ଼ୀ ନାମକ ଜଣେ ମହିଳା ଏହି ଆଡ୍ କୁ OLX ରେ ଦେଖି tweet କରିଥିଲେ। ଯାହା ପରେ ଏହି ଘଟଣା ସମସ୍ତଙ୍କ ସାମ୍ନା କୁ ଆସିଚି।

Leave a Reply

Your email address will not be published. Required fields are marked *