କଣ ଏହି ହନୁମାନ ପଇସା ??କାହିଁକି ଗୋଟେ କଏନ୍ ପାଇଁ କୋଟି କୋଟି ଟଙ୍କାର ହେଇଥାଏ ଡୀଲ୍ ??

ହନୁମାନ ପଇସା ବିଷୟରେ ଆପଣ ନିହାତି ଭାବରେ ଶୁଣିଥିବେ I ହନୁମାନ ପଇସା ପାଇଁ ମଧ୍ୟ ବହୁ ଲୋକଙ୍କ ଜୀବନ ଯାଇଥିବାର ଖବର ଆପଣ ଟିଭି ରେ ଦେଖିଥିବେ କି କିପରି ଏହି ହନୁମାନ ପଇସା ପାଇଁ ହତ୍ୟା କରାଯାଇଛି I ତେବେ କାହିଁକି ଏହି ହନୁମାନ ପଇସା ଏତେ ମୂଲ୍ୟବାନ ? କୁହାଯାଏ କି ଏହି ହନୁମାନ ପଇସା ର ବହୁ ଶକ୍ତି ଥାଏ ଯଦି କୌଣସି ଅନ୍ଧାର ଘରେ ଏହାକୁ ରଖାଯାଏ ତେବେ ଏହା ସମ୍ପୂର୍ଣ ଘରକୁ ଆଲୋକିତ କରିପାରିବାର ଶକ୍ତି ରଖିଥାଏ କେବଳ ଏତିକି ନୁହେଁ ଅରୁଆ ଚାଉଳ କୁ ନିଜ ଆଡକୁ ଆକର୍ଷିତ କରିବାର ଏହାର ଶକ୍ତି ଥାଏ I

ଏହା ବହୁ ମୂଲ୍ୟବାନ ହେଇଥିବାରୁ ଏହାକୁ ବିଦେଶୀ କମ୍ପାନୀ ମାନେ ଭାରତରୁ ରପ୍ତାନି କରି ପରୀକ୍ଷା ନିରୀକ୍ଷା କରିଥାନ୍ତି I ଅବଶ୍ୟ ଏହାର କୌଣସି ପ୍ରମାଣ ଆଜିଯାଏ ମିଳିନାହିଁ ଯେ ହନୁମାନ ପଇସା ଅଛି ବୋଲି I ତେବେ ଶୁଣାଯାଏ 1818 ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ସାଶନ କରୁଥିବା ବେଳେ ଏକ ଅଷ୍ଟ ଧାତୁ ଦ୍ୱାରା ହନୁମାନ ପଇସା ତିଆରି କରାଯାଇଥିଲା ଯାହାକି ବହୁ ମୂଲ୍ୟବାନ ଅଟେ I

ସେହି ପୁରୁଣା ପଇସା କୁ ଏବେ ବୈଜ୍ଞାନିକ ମାନେ ବିଭିର୍ଣ୍ଣ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି I ଯେଉଁଥିପାଇଁ ଏହାର ମୂଲ୍ୟ ଅମୁଲ ବୋଲି କୁହାଯାଏ I ଆଜିଯାଏ କେବଳ ଏହା ଶୁଣା କଥା ହେଇ ରହିଯାଇଛି ଏବଂ ଅନେକ ଲୋକ ଏହାର ସନ୍ଧାନ ରେ ଲାଗି ପଡିଛନ୍ତି କେତେକ ନିରୀହ ଜୀବନ ମଧ୍ୟ ଚାଲିଯାଇଛି ଏହି ମୁଦ୍ରା ପାଇଁ I

Leave a Reply

Your email address will not be published. Required fields are marked *