କେଉଁ ସହର ମାତ୍ର ଗୋଟିଏ ଦିନ ପାଇଁ ଭାରତ ର ରାଜଧାନୀ ହୋଇଥିଲା

ଆଜି ଆମେ ପଚାରିବୁ ଆପଣଙ୍କୁ କିଛି ପ୍ରଶ୍ନ ଆଉ ଆପଣ ଦେବେ ଏହାର ଉତ୍ତର।
୧.ଭାରତର ପ୍ରଥମ ଜନ ଗଣନା କେବେ ହୋଇଥିଲା?
ଉ: ୧୮୭୨ ମସିହାରେ
୨. ହରପାପ୍ପା ସଭ୍ୟତାର ଆବିଷ୍କାର କିଏ କରିଥିଲା?
ଉ: ଦୟାରାମ୍ ସାହାଣୀ ୧୯୨୧ ଖ୍ରୀଷ୍ଟାବ୍ଦ ରେ
୩.କେଉଁ ଶାସକ ଉପବାସ କରି ନିଜର ଶରୀର ତ୍ୟାଗ କରିଥିଲେ?
ଉ: ଚନ୍ଦ୍ରଗୁପ୍ତ ମୌର୍ଯ୍ୟ
୪.ବିଧବା ପୁନଃ ବିବାହ ଆଇନ୍ କେବେ ହୋଇଥିଲା?
ଉ: ୧୮୫୬ ଖ୍ରୀଷ୍ଟାବ୍ଦରେ
୫. ନିର୍ବାଚନ ରେ ପ୍ରଥମ ଥର ପାଇଁ ଏଲେକ୍ଟ୍ରୋନିକ ମେସିନ ର ଉଦ୍ଭାବନ କେବେ ହୋଇଥିଲା?
ଉ: ୧୯୮୨
୬:ମାତ୍ର ଗୋଟେ ଦିନ ପାଇଁ କେଉଁ ସହର ଭାରତର ରାଜଧାନୀ ହୋଇଥିଲା?
ଉ: ଇଲାହାବାଦ୍
୭.ମହାତ୍ମାଗାନ୍ଧୀଙ୍କୁ ଜାତିର ପିତା କିଏ କହିଥିଲେ?
ଉ:ନେତାଜୀ ସୁଭାଷ ଚନ୍ଦ୍ର ବୋଷ
ବର୍ତମାନ ଆପଣ ମାନଙ୍କ ପାଇଁ ଗୋଟେ ପ୍ରଶ୍ନ ଯାହାକୁ କି ଆପଣ କମ୍ମେଣ୍ଟ୍ କରି ଉତ୍ତର ଜଣାନ୍ତୁ
ମହାତ୍ମାଗାନ୍ଧୀ ଙ୍କୁ ମହାତ୍ମା ଆଖ୍ୟା କିଏ ଦେଇଥିଲେ?

One Comment on “କେଉଁ ସହର ମାତ୍ର ଗୋଟିଏ ଦିନ ପାଇଁ ଭାରତ ର ରାଜଧାନୀ ହୋଇଥିଲା”

Leave a Reply

Your email address will not be published. Required fields are marked *