କେବଳ ଗୋଟିଏ କୁକୁର ପାଇଁ କେଉଁ କେଉଁ ଦେଶ ମଧ୍ୟ ରେ ଯୁଧ୍ୟ ହୋଇଥିଲା

ପ୍ରଶ୍ନ
୧. ଜଣେ ମନୁଷ୍ୟ ଖାଦ୍ୟ ନ ଖାଇ କେତେଦିନ ବଞ୍ଚି ପାରିବା?
ଉ. ୨୧ ରୁ ୨୫ ଦିନ( ପାଣି ପିଇବା ଅଲଗା କଥା)
୨. ଲୋକମାନେ ସବୁଠୁ ଶୀଘ୍ର ନିଷ୍ପତ୍ତି କେତବଳେ ନିଅନ୍ତି?
ଉ. ଯେତେବେଳେ ସେମାନେ ଭିଡିଓ ଗେମ ଖେଳନ୍ତି ସେଟବଳେ ସେମାନେ ଶୀଘ୍ର ନିଷ୍ପତ୍ତି ନେଇଥାନ୍ତି
୩. Copy pest ର ଆବିଷ୍କାର କିଏ କରିଥିଲେ?
ଉ. Larry tasler copy pest ର ଆବିଷ୍କାର କରିଥିଲେ।
୪. ଏସିଆ ରେ ନୋବେଲ ପୁରସ୍କାର କାହାକୁ କୁହାଯାଏ?
ଉ. Romon magsaysay award ଙ୍କୁ ଏସିଆ ର ନୋବେଲ ପୁରସ୍କାର କୁହାଯାଏ।
୫. କେବଳ ଗୋଟିଏ କୁକୁର ପାଇ କେଉଁ ଦୁଇଟି ଦେଶରେ ଯୁଦ୍ଧ ହୋଇଥିଲା?
ଉ. Greece ଏବଂ bulgeria ମଧ୍ୟରେ କେବଳ ଗୋଟିଏ କୁକୁର ପାଇ ଯୁଦ୍ଧ ହୋଇଥିଲା

Leave a Reply

Your email address will not be published. Required fields are marked *