ଏହା ଟ୍ରେଲର ,ଆଗକୁ ଫିଲ୍ମ ବାକି ଅଛି :ମମତା ବାନାର୍ଜୀ

ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା କରାନଯାଇଥିଲେ ମଧ୍ୟ ୩ଟି ରାଜ୍ୟ ତଥା ମଧ୍ୟପ୍ରଦେଶ ,ଛତିଶଗଡ଼ ,ଏବଂ ରାଜସ୍ଥାନରେ କଂଗ୍ରେସ ବିପୁଳ ସମର୍ଥନ ପାଇଛି ଅର୍ଥାତ ସରକାର ଗଢିବା ପ୍ରାୟତ ନିର୍ଚିନ୍ତ I ତେବେ ବିଜେପି ଗଡରେ ଯେପରି କଂଗ୍ରେସ ବିଜୟ ପାଇଛି ତାହାକୁ ନେଇ କଂଗ୍ରେସ ମହଲ ରେ ଖୁଶିର ଲହରୀ ଖେଳି ଯାଇଛି I ଆଗକୁ ସମସ୍ତ ଦେଶରେ ନିର୍ବାଚନ ଥିବାରୁ ଏହାର ପ୍ରଭାବ ପଡିବ ବୋଲି ଆକଳନ କରାଯାଉଛି I ତେବେ କଂଗ୍ରେସ ର ବିଜୟ ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି କହିଛନ୍ତି ଯେ ଏଥିରୁ ଜଣାପଡୁଛି ବିଜେପି ଏବଂ ମୋଦି ଙ୍କ ଲୋକଙ୍କ ବିମୁଖ ବଢ଼ିବାରେ ଲାଗିଛି ଏବଂ ଆଗାମୀ ୨୦୧୯ ନିର୍ବାଚନ ରେ ଏହାର ପ୍ରଭାବ ପଡିବ I

Leave a Reply

Your email address will not be published. Required fields are marked *