5 ଦିନ ପର୍ଯ୍ୟନ୍ତ ସବୁ ବ୍ୟାଙ୍କ ବନ୍ଦ ରହିବ ,ଏଟିଏମ୍ ରୁ ବି ଟଙ୍କା ମିଳିବନି I

ବ୍ୟାଙ୍କ ରେ ଯଦି ଆପଣ ଙ୍କ ଆକାଉଣ୍ଟସ ଅଛି ତେବେ ନିହାତି ଭାବରେ ଏହି ବଡ ଖବର ଯାଣିନିଅନ୍ତୁ I କାହିଁକିନା ଆଗାମୀ ସପ୍ତାହରେ ପ୍ରାୟତଃ 5 ଦିନ ଯାଏଁ ବ୍ୟାଙ୍କ ବନ୍ଦ ରହିବ ,ଆପଣ ବ୍ୟାଙ୍କ ରେ ଟଙ୍କା ଡିପୋଜିଟ କିମ୍ବା ଉଠାଇ ପାରିବେ ନାହିଁ I ଏପରିକି ଏଟିଏମ ରୁ ମଧ୍ୟ ଟଙ୍କା ଉଠାଇ ପାରିବେ ନାହିଁ I ଭାରତୀୟ ବ୍ୟାଙ୍କ ସଂଘର ବିଭିର୍ଣ୍ଣ ଅସନ୍ତୋଷ କାରଣ ଯଥା ଦରମା ସମସ୍ୟା ଏବଂ ବିଭାଜନକାରୀ ହାବଭାବଯୋଗୁଁ ଆସନ୍ତା ଡିସେମ୍ବର ୨୧ ତାରିଖରୁ ୨୬ ତାରିଖ ଯାଏଁ ବ୍ୟାଙ୍କ ବନ୍ଦ ରହିବା ନେଇ ସଂଘ ଘୋଷଣା କରିଛି I ମଝିରେ 24ତାରିଖ ଦିନ ବ୍ୟାଙ୍କ ଖୋଲା ରହୁଥିଲେ ମଧ୍ୟ ପୁଣି 25 ତାରିଖ ରେ ବନ୍ଦ ରହିବ I

ୟୁନାଇଟେଡ଼ ଫୋରମ ଅଫ ବ୍ୟାଙ୍କ ୟୁନିଅନ ତରଫରୁ ବିଭିର୍ଣ୍ଣ ସମସ୍ୟା ଦାବିରେ ଏହି ଡାକରା ଦିଆଯାଇଛି I21 ଶୁକ୍ରବାର  , 22ଶନିବାର ଏବଂ 23 ରବିବାର ବ୍ୟାଙ୍କ ବନ୍ଦ ରହିବ I24 ବ୍ୟାଙ୍କ ଖୋଲା ରହିବ I ପୁଣି  25 ତାରିଖ ରେ ବନ୍ଦ ରହିବ ଏଣୁ ବ୍ୟାଙ୍କ ଜନିତ ଯେ କୌଣସି କାମ ଯଦି ଆପଣଙ୍କ କରିବାର ଅଛି ତେବେ ନିର୍ଧାରିତ ଡିସେମ୍ବର ୨୧  ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ସମାପ୍ତ କରିଦିଅନ୍ତୁ ନଚେତ ବଡ ସମସ୍ୟାରେ ପଡିପାରନ୍ତି I

Leave a Reply

Your email address will not be published. Required fields are marked *