ମୃତ୍ୟୁ ର ୨ ମାସ ପୂର୍ବରୁ ଜମରାଜ ଦେଇଥାନ୍ତି ଏହି ୧୦ ଟି ସଂକେତ

ସୃଷ୍ଠି ର ନିୟମ ସହ ସମସ୍ତେ ବନ୍ଧା। ଏହି ନିୟମ ରେ ଭଗବାନ ମଧ୍ୟ ବନ୍ଧା ହୋଇଛନ୍ତି ଓ ତାଙ୍କୁ ବି ଏହି ନିୟମ ପାଳନ କରିବାକୁ ପଡ଼ିଥାଏ। ଏହା ପାଇଁ ଯେବେ ଭଗବାନ ମନୁଷ୍ୟ ରୂପରେ ଜନ୍ମ ନେଇଥାନ୍ତି ସେଟବଳେ ତାଙ୍କୁ ମୃତ୍ୟୁ ର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ।

ସେଥି ପାଇଁ ଭଗବାନ କଣ ମନୁଷ୍ୟ ର ମୃତ୍ୟୁ ପୂର୍ବରୁ ଯମ ରାଜା କିଛି ସଂକେତ ଦେଇଥାନ୍ତି। ଏକଥା ସତ୍ୟ ଯେ ମୃତ୍ୟୁ ପୂର୍ବରୁ ଯମ ରାଜା କିଛି ସଂକେତ ଦେଇଥାନ୍ତି କିନ୍ତୁ ଏହାକୁ କିଛି କମ୍ ଲୋକ ଜାଣିପାରନ୍ତି।
୧. ଯେଉଁ ଲୋକଙ୍କୁ ଚାନ୍ଦ ରେ କଳଙ୍କ ଦେଖାଯାଏ ସେହି ବ୍ୟକ୍ତି ଜନିରଖିବା ଦରକାର ଯେ ତାଙ୍କର ମୃତ୍ୟୁ ନିକଟ ହୋଇ ଆସିଲା ଓ ତାଙ୍କର ଦାସ ଦିନ ମଧ୍ୟରେ ମୃତ୍ୟୁ ହୋଇବ।
୨. ସାଧାରଣତଃ କୁହାଯାଏ ଯେ କବର ସ୍ଥାନ କୁ ଗଲେ ମୃତ୍ ବ୍ୟକ୍ତି କୁ ସଲାମ ଦିଅନ୍ତି। କିନ୍ତୁ ହେଉ ଲୋକଙ୍କୁ ସଲାମ ର ଜବାବ୍ ମିଳିଥାଏ ସେ ଜନିରଖିବ ଦରକାର ଯେ ସେ ଆଉ 3 ଦିନର ଅତିଥି।
୩. ଯଦି କାଚ କିମ୍ବା ଆଇନା ରେ ଯଦି ବ୍ୟକ୍ତି କୌଣସି ମୃତ ବ୍ୟକ୍ତି ର ପ୍ରତିରୂପ ଦେଖେ ତେବେ ସେ ୨୪ ଘଣ୍ଟା ବଞ୍ଚି ରୁହେ।
୪. ମୃତ୍ୟୁ ର ୬ ମାସ ଆଗରୁ ମନୁଷ୍ୟ ର ଜ୍ଞାନେନ୍ଦ୍ରିୟ ଯଥା ଆଖି, କାନ, ନକ, ଇତ୍ୟାଦି ପଥର ପରି କଠିନ ହୋଇଯାଏ। ଓ ଆଖି ର ରଙ୍ଗ ବଦଳି ଯାଏ।

୫. ହେଉ ମନୁଷ୍ୟ ମୃତ୍ୟୁ ର ପାଖ ପାଖି ହୋଇଯାଏ ତାକୁ ସର୍ବଦା ଆକାଶ ରକ୍ତ ପରି ଲାଲ୍ ଦେଖା ଯାଏ।
୬. ମୃତ୍ୟୁ ପୂର୍ବରୁ ମନୁଷ୍ୟ ଦେହରେ ଏପରି ଗନ୍ଧ ଆସିଯାଏ ଯେ ଯାହା ଏକ ମୃତ ଶରୀର ରୁ ଆସିଥାଏ।
୭. କୁହାଯାଏ ଯେ ମୃତ୍ୟୁ ର ଏକ ମାସ ପୂର୍ବରୁ ମନୁଷ୍ୟ ଅଜିବ ଭାବରେ ବ୍ୟବହାର ଦେଖାଏ। ସେ ସର୍ବଦା ସେହି ଲୋକଙ୍କ ବିଷୟରେ କଥା ହୁଏ ଯେଉଁମାନେ କି ଏ ଦୁନିଆରେ ନାହାନ୍ତି।
୮. କୁହାଯାଏ ଯେ ଅକାଳ ମୃତ୍ୟୁ ମନୁଷ୍ୟ କୁ ଅତି ଖୁସିରେ ଥିବାର କି ଭଲ ପାଇବା ଦେଖି ନଜର ଆସିଯାଏ ଓ ସେଥି ପାଇଁ ଆସିଯାଏ।

Leave a Reply

Your email address will not be published. Required fields are marked *