୧୪,୫୨୩ କୋଟିର ନୂଆବର୍ଷ ଭେଟି ଆଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି I ତେବେ ମୋଦିଙ୍କ ଏହି ଗସ୍ତକୁ ସମୀକ୍ଷକ ମାନେ ବୁଝିବାକୁ ଚେଷ୍ଟା କରୁଥିବା ବେଳେ ଅନେକ କହୁଛନ୍ତି ଓଡ଼ିଶାରେ ମହାମିଶ୍ରଣ ପର୍ବ ହେଇପାରେ I

ନିକଟ ରେ ତିନୋଟି ରାଜ୍ୟରେ ବିଜେପି ପରାଜୟ କରିଛି କିନ୍ତୁ ଏହାପରେ ଅଚାନକ ଓଡିଶା ଗ୍ରସ୍ତ ରାଜନୈତିକ ସମୀକ୍ଷକ ମାନେ ଆକଳନ କରିପାରୁନାହାନ୍ତି I ଏହାପରେ ହଠାତ ମୋଦି ଆସିବା ସମସ୍ତଙ୍କର ଉତ୍ସାହ ବଢ଼େଇଦେଇଛି I ତେବେ ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ଯେ ମୋଦି ଓଡିଶା ଆସି ୧୪,୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବାର ଯୋଜନା ରହିଛି

Iଏହା ସହିତ ଓଡିଶା ମାଟିର ବୀର ସନ୍ତାନ ପାଇକ ଙ୍କର ବିଦ୍ରୋହର ସ୍ମାରକୀ ଡାକଟିକେଟ୍ ଲୋକାର୍ପଣ କରାଯିବ I

Leave a Reply

Your email address will not be published. Required fields are marked *