ଆମ ମୁଖ୍ୟ ମନ୍ତ୍ରୀ ଙ୍କ ଦୈନଦିନ ଜୀବନ ର ପ୍ରିୟ ଖାଦ୍ୟ କଣ ଜାଣନ୍ତୁ।

ଆମ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିତିଦିନ ର ଖାଦ୍ୟ :-
ସେ ପ୍ରତିଦିନ ସକାଳୁ ଉପମା ଖାଇଥାନ୍ତି। ଏବଂ ତା ପରେ କିଛି ଅମୃତଭଣ୍ଡା ଜୁସ୍ ପିଇବାକୁ ଭଲ ପାଆନ୍ତି। ଅମୃତଭଣ୍ଡା ଯୁସ୍ ହେଉଛି ତାଙ୍କ ମାନପାସନ୍ଦ ର ପାନୀୟ ଦ୍ରବ୍ୟ। ଏବଂ ସେ ହଟ୍ ଚକ୍ଲେଟେ ଡ୍ରିଙ୍କ ପିଇବାକୁ ଭଲ ପାଆନ୍ତି। କାରଣ ଦେ ଚାହା କି କଫି ପିଆନ୍ତି ନାହିଁ।

ଏହାପରେ ସେ ମଧ୍ୟାହ୍ନ ରେ ଭାତ ଡାଲି ଓ ସନ୍ତୁଳା ଖାଇବାକୁ ଭଲ ପାଆନ୍ତି। ଏହା ସହିତ ସେ କିଛି ଭେଣ୍ଡି ଭଜା ଖାଇବାକୁ ଭଲ ପାଆନ୍ତି। ଓ ପରେ ପରେ ସେ କିଛି ସିଗାରେଟ ଟାଣିବା କୁ ମଧ୍ୟ ଭଲ ପାଆନ୍ତି। ବାହାରକୁ ଗଲାବେଳେ ସେ କିଛି dark chocolate ମଧ୍ୟ ଖାଇଥାନ୍ତି। ଆଳୁ ପରଟା ଓ ପୋଦିନା ଚଟଣୀ ତାଙ୍କ ପ୍ରିୟ ରାତ୍ରି ଭୋଜନ। ଏବଂ chicken stir fry ତାଙ୍କର ପ୍ରିୟ ଖାଦ୍ୟ। ଏହା ସହିତ american red wine ତାଙ୍କର ମନ ପସନ୍ଦ ର ପାନୀୟ ଦ୍ରବ୍ୟ।

Leave a Reply

Your email address will not be published. Required fields are marked *