ନୋବେଲ ବିଜେତା ମଲାଲା ଙ୍କୁ ପସନ୍ଦ ଆସିଲା ଜିରୋ: ସାହରୁଖ୍ ଙ୍କୁ ଦେଖା କରିବା ପାଇଁ ଉତ୍ସୁକ ମଲାଲା

ପାକିସ୍ତାନ ରେ ଜନ୍ମ ଗ୍ରହଣ କରିଥିବା ନୋବେଲ ପୁରସ୍କାର ବିଜେତା ମଲାଲା ୟୁସୁଫଜୟୀ ସହରୁଖ୍ ଙ୍କ ରିଲିଜ ହୋଇଥିବା ଫିଲ୍ମ୍ ଜିରୋ କୁ ପୁରା ନମ୍ୱର୍ ଦେଇଥିବା ଜଣା ପଡ଼ିଛି।

ରିଲିଜ ପରେ ସେ କାହାଣୀ ଦର୍ଶକ ଙ୍କୁ ସେତେଟା ପସନ୍ଦ ଆସିନଥିବା ବେଳେ ଆଗକୁ ଆସି ଜିରୋ କୁ ଖୁବ୍ ପ୍ରଶଂସା କରିଛନ୍ତି ମଲାଲା। ଫିଲ୍ମ୍ ରେ ସହାରୁଖ୍ ଙ୍କ ଅଭିନୟ କୁ ସେ ଏବେ ତାଙ୍କ ପରିବାର ଲୋକ ପସନ୍ଦ କରିଥିବା ବେଳେ ସେ ଶହାରୁଖ୍ ଙ୍କୁ ଦେଖା କରିବାକୁ ଇଛା କରିଛନ୍ତି। ଏ ନେଇ ସେ ଟୁଇଟର ରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ସେ ସେ ଭିଡ଼ିଓ ରେ, ଆପଣଙ୍କ ଭିଡ଼ିଓ ଦେଖିବା ପରେ ମୁଁ ଆଉ ମୋ ପରିବାର ବହୁତ୍ ଖୁସି ହୋଇଥିଲୁ।

ଫିଲ୍ମ୍ ର କେତେକ ଦୃଶ୍ୟ ଆମକୁ ବହୁତ୍ ହସାଇଥିଲା ଓ ମୁଁ ଆପଣଙ୍କ ଏକ ବହୁତ୍ ବଡ଼ ପ୍ରଶଂସକ। ଟୁଇଟର ରେ ଆପଣଙ୍କ ସହ କଥା ହେଇ ମୁଁ ଖୁସି ହେଲି ଓ ଆପଣ କେବେ ଇଂଲଣ୍ଡ ଆସିବେ ଓ ମୋର ଆପଣଙ୍କ ସହ ଦେଖା ହେବ। ସେଦିନ ମୋ ପାଇଁ ଏକ ବହୁତ୍ ବଡ଼ ଦିନ ହେବା ବୋଲି ମଲାଲା ଟୁଇଟର ରେ କହିଛନ୍ତି।

Leave a Reply

Your email address will not be published. Required fields are marked *