ପିପିଲି ପୀଡ଼ିତା ଙ୍କୁ ହତ୍ୟା କରାଯାଇଥିବା ନେଇ ସ୍ପଷ୍ଟ କଲେ ଅଦାଲତ

ପିପିଲି ପୀଡ଼ିତା ଙ୍କୁ ହତ୍ୟା କରାଯାଇଛି।ଏ କଥା କୋର୍ଟ ରାୟ ଦେଇଛନ୍ତି।ଏଥିରେ ବିଚାରପତି ସ୍ପଷ୍ଟ ଭାବରେ ଲେଖିଛନ୍ତି ପିପିଲି ପୀଡ଼ିତା ଙ୍କୁ ହତ୍ୟା କରାଯାଇଛି।କିନ୍ତୁ ଅଭିଯୁକ୍ତଙ୍କ ବିରୋଧରେ ସେଭଳି କୌଣସି ପ୍ରମାଣ ମିଳିଲା ନାହିଁ।

ତାଙ୍କ ଝିଅର ମୃତ୍ୟୁ ଘଟଣା ଯୋଗୁ ବାପା ମାଆ ବହୁ ମାତ୍ରାରେ ପ୍ରଭାବିତ ହେଉଛନ୍ତି।ଉଭୟ ମାନସିକ ଏବଂ ଆର୍ଥିକ ଭାବେ ସେମାନେ ପ୍ରଭାବିତ ହୋଇଛନ୍ତି।ସେମାନଙ୍କୁ କ୍ଷତିପୂରଣ ଆବଶ୍ୟକ।ରାଜ୍ୟ ଆଇନ ସେବା ପ୍ରାଧିକରଣ ଅନୁସାରେ ପୀଡ଼ିତା ସହାୟତା ପାଣ୍ଠିରୁ ସେମାନଙ୍କୁ କ୍ଷତିପୂରଣ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *