ଶାରୀରିକ ସମ୍ପର୍କ ରଖି ବିବାହ ପାଇଁ ରାଜି ନହେବାରୁ ପ୍ରେମିକ ଘର ସାମ୍ନାରେ ଡିଜେ ବଜାଇ ଉଲଗ୍ଣ ଡ୍ୟାନ୍ସ କଲେ ପ୍ରେମିକା

ପ୍ରଥମେ ପ୍ରେମ ପରେ ଶାରୀରିକ ସମ୍ପର୍କ ଆଉ ତାପରେ ଧୋକା ଆଜିକା ଦିନରେ ଏକ ନିତିଦିନିଆ ଘଟଣା ହେଇଗଲାଣି I ବାହାହେବାକୁ ପ୍ରତିଶୃତି ଦେଇ ଭୁଲିଯିବା ଅନେକ ପ୍ରେମୀ ଯୁଗଳ ଙ୍କ କ୍ଷେତ୍ରରେ ଘଟୁଛି I ଏମିତି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଯାହାକି ଖୁବ ଚର୍ଚ୍ଚା ହେଉଛି I ଘଟଣା ଟି ନୋଏଡ଼ାର I ପ୍ରାପ୍ତ ଖବର ଅନୁଯାଇ ପ୍ରତୀକ ନାମକ ଯୁବକ ପୂର୍ବରୁ ବିବାହିତ ହେଇଥିଲେ ମଧ୍ୟ ସୁଜାତା ନାମ୍ନୀ ମହିଳାଙ୍କ ପ୍ରେମରେ ପଡିଯାଇଥିଲେ

I ସୁଜାତା ମଧ୍ୟ ବିବାହିତ I ଦୁହେଁ ପରସ୍ପର ପ୍ରତି ଆକୃଷ୍ଟ ହେଇ ପ୍ରଥମେ ଭଲପାଇବା ଏବଂ ପରେ ଶାରୀରିକ ସମ୍ପର୍କ ରଖିଥିଲେ I 2ଜଣ ଯାକ ବାହାହେବାକୁ ମଧ୍ୟ ନିଷ୍ପତି ନେଇଥିଲେ ସେଥିପାଇଁ ମହିଳା ଜଣଙ୍କ ନିଜ ସ୍ୱାମୀଙ୍କୁ ଡିଭର୍ସ ମଧ୍ୟ ଦେଇଦେଇଥିଲେ I କିନ୍ତୁ ପ୍ରତୀକ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ ଏଥିରେ ମହିଳା ଜଣଙ୍କ ଭାଙ୍ଗିପଡି ଥିଲେ I ନିଜ ପ୍ରେମକୁ ଭୁଲିପାରି ନଥିଲେ ଭୁଲିବା ପାଇଁ ପ୍ରେମିକ ଘର ସାମ୍ନାରେ ଡିଜେ ବଜାଇ ସମ୍ପୂର୍ଣ୍ଣ ଉଲଗ୍ଣ ହେଇ ନାଚିଥିଲେ I

ପରେ ପୋଲିସ ତାଙ୍କୁ ଜବତ କରି ଘରେ ଛାଡିଦେଇଥିଲେ I

Leave a Reply

Your email address will not be published. Required fields are marked *