ଶୀତ ଦିନେ ଗ୍ରିଁନ୍ ଟି ର ବ୍ୟବହାର ଦୂର କରେ ଏହି ସବୁ ରୋଗ

ଅଜି କାଲି ପରିବେଶ ପ୍ରଦୂଷଣ ର ମାତ୍ରା ବଢୁଥିବାରୁ ଏହାର ପ୍ରଭାବ ମଣିଷ ଶରୀର ଉପରେ ପଡୁଛି। ଖାସ୍ କରି କେଶ ଉପରେ ଏହାର ପ୍ରଭାବ ବେଶୀ ପଡୁଛି। ଶୀତ ଦିନେ ପରିବେଶ ଅଧିକ ପ୍ରଦୂଷଣ ହେଉଥିବାରୁ କେଶ ଅଧିକ ଝଡ଼ିଥାଏ।

କିନ୍ତୁ କେଶ ଝଡିବାକୁ ଗ୍ରୀନ ଟି ର ବ୍ୟବହାର ଦ୍ବାରା ରୋକାଯାଇ ପାରିବ।

୧. ତିନି ରୁ ଚାରୋଟି ଗ୍ରୀନ ଟୀ ର ବ୍ୟାଗ୍ ନେଇ ୧୦ ରୁ ୧୫ ମିନିଟ୍ ପାଣି ରେ ବୁଡାଇ ରଖନ୍ତୁ।

ଏହା ପରେ ଶମ୍ପୋ କରି କେଶ କୁ ଭଲ ଭାବ ରେ ଧୁଅନ୍ତୁ। ଏହା ପରେ ପାଣି ରେ କେଶ କୁ ଧୋଇ ଦିଅନ୍ତୁ। ଏପରି ମାସକୁ ୨ ରୁ ୩ ଥର କରିବାଦ୍ୱାରା କେଶ ରେ ଫରକ୍ ଜନଯାଇଥାଏ।
୨. ଗ୍ରୀନ ଟି ଏବଂ ଅଣ୍ଡା ର ମିଶ୍ରଣ ପ୍ରସ୍ତୁତ କରି ମୁଣ୍ଡ ରେ ଲଗାଇ ୧ ଘଣ୍ଟା ପରେ ଧୋଇ ଦେବା ଦ୍ବାରା କେଶ ଉପୁଡିବା ବନ୍ଦ ହୋଇଥାଏ।
୩. ଗ୍ରିନ୍ ଟି ପ୍ରସ୍ତୁତ କରି ସେଥିରେ ଅଳ୍ପ ଲେମ୍ବୁ ଚିପୁଡ଼ି ଏବଂ ସେଥିରେ ନଡ଼ିଆ ତେଲ ମିଶାନ୍ତୁ। ଏହା ପରେ ଏହାକୁ କେଶ ରେ ଲଗାଇ ୩୦ ମିନିଟ୍ ପରେ ଧୋଇ ଦିଅନ୍ତୁ। ଏହା ଦ୍ବାରା କେଶ ନରମ ହେବ ସହ କେଶ ଉପୁଡିବ ବନ୍ଦ ହୋଇଯାଏ।

Leave a Reply

Your email address will not be published. Required fields are marked *