ମାଡିଆସୁଛି ଆଉ ଏକ ବାତ୍ୟା ପାବୁକ ,ଏହି ସାତଟି ଜିଲ୍ଲାରେ ପ୍ରବଳ ବର୍ଷା ସହିତ ଶୀତ ରେ ଥରିବ ଓଡିଶା ,

ମାଡିଆସୁଛି ଆଉ ଏକ ବାତ୍ୟା ,ଏହି ସାତଟି ଜିଲ୍ଲାରେ ପ୍ରବଳ ବର୍ଷା ସହିତ ଶୀତ ରେ ଥରିବ ଓଡିଶା
ତିତଲି ଓ ପେଥାଇ ନିଜର ପ୍ରଭାବ ଦେଖାଇ ଚାଲିଯାଇଥିବା ବେଳେ ପୁଣି ମାଡି ଆସୁଛି ଆଉ ଏକ ବାତ୍ୟା I ଯାହାର ପ୍ରଭାବ ଓଡ଼ିଶାରେ ପଡିବ I ଶୀତରେ ଓଡିଶା ଥରୁଥିବା ବେଳେ ସୃଷ୍ଟି ହେଇଥିବା ଲଘୁଚାପ କ୍ରମଶଃ ବାତ୍ୟା ରୂପ ପେଥାଇ ଭାବରେ ଓଡ଼ିଶାର ଅଧିକାଂଶ ଅଂଚଳରେ ବର୍ଷା କରାଇଥିଲା I

ଯାହାଫଳରେ ଶୀତ ର ପ୍ରକୋପ ବଢ଼ିଯାଇ ଓଡ଼ିଶାରେ ହାଡଭଙ୍ଗା ଶୀତ ଲାଗିରହିଛି I ପେଥାଇ ପ୍ରକୋପ କମିନଥିବା ବେଳେ ଏବେ ପୁଣି ମାଡି ଆସୁଛି ଆଉ ଏକ ବାତ୍ୟା ଯାହାର ନାମ ରହିଛି ପାବୁକ I ଏହା ର ଦୂରତା ପୋର୍ଟବ୍ଲେୟାର ଠାରୁ ପାଖାପାଖି ୧୫୦୦ କି.ମି. ଦୂର I

ଆଗାମୀ 6ତାରିଖ ଏହା ସ୍ଥଳ ଭାଗ ଛୁଇଁବ ଯାହାଫଳରେ ଓଡ଼ିଶାରେ ଭଦ୍ରକ,ବାଲେଶ୍ୱର, ଜଗତସିଂହପୁର, ଗଞ୍ଜାମ,କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଏବଂ ପୁରୀ, ରେ ପ୍ରବଳ ବର୍ଷା ଲାଗି ରହିବ I ଏହି ଜିଲ୍ଲାରେ ସତର୍କ ରହିବାକୁ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି I

Leave a Reply

Your email address will not be published. Required fields are marked *