ଓଡିଆ ହିରୋଇନ ଙ୍କ ସନ୍ଦେହଜନକ ମୃତ୍ୟୁ I ଆଉ ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନିକିତା

ସମ୍ବଲପୁର ଅଭିନେତ୍ରୀ ତଥା ସେଲ୍ଫି ବେବୋ ସିମରନ ଙ୍କ ମୃତ୍ୟୁ କୁ ନେଇ ଓଡ଼ିଶାରେ ହଇଚଇ ସୃଷ୍ଟି ହେଉଥିବା ବେଳେ ପୁଣିଥରେ ଓଡ଼ିଆ ସିନେଜଗତ କୁ ଥରାଇ ଦେଇଛି ଆଉ ଏକ ଦୁଖଦଃ ଘଟଣା I ଓଡ଼ିଆ ସିନେ ଜଗତର ନାୟିକା ନିକିତା ଙ୍କ ମୃତ୍ୟୁ ହେଇଯାଇଛି I ତେବେ ମିଳିଥିବା ଖବର ଅନୁଯାଇ ନିକିତା ମୁଣ୍ଡରେ ଆଘାତ ପାଇ ହସ୍ପିଟାଲ ରେ ଭର୍ତି ହେଇଥିଲେ ଆଜି ତାଙ୍କ ପ୍ରାଣବାୟୁ ଉଡିଯାଇଛି I

କିନ୍ତୁ ଏହା ସନ୍ଦେହ ସୃଷ୍ଟି କରିଛି I ଅଭିନେତ୍ରୀ ଙ୍କ ମୃତ୍ୟୁ କୁ ନେଇ ବିଭିର୍ଣ୍ଣ ମହଲ ରେ ଚର୍ଚ୍ଚା ଚାଲିଛି I ସୂଚନା ଥାଉ କି ନିକିତା ‘ତୁ ମୋ ଆଖିରେ ତାରା’, ‘ମିତ ବସିଛି ମୁଁ ଭୂତ ସାଥୀରେ’,ମଥାରେ ଦେଇ ପାଟ ଓଢଣୀ ,ଚୋରି ଚୋରି’, ଏବଂ ‘ଗୁଣ୍ଡା’ ଚଳଚିତ୍ରରେ ଅଭିନୟ କରିଥିଲେ I

କେବଳ ଚଳଚିତ୍ର ନୁହେଁ ଧାରାବାହିକ ‘ଏସିପି ନିକିତା’ ରେ ମଧ୍ୟ ନିଜର ଦମଦାର ଅଭିନୟ ପାଇଁ ଘରେ ଘରେ ପରିଚିତ ହେଇପାରିଥିଲେ I ତାଙ୍କ ଅକାଳ ବିୟୋଗ ରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି I

Leave a Reply

Your email address will not be published. Required fields are marked *