ଅଷ୍ଟ୍ରେଲିଆ ମାଟିରେ ଘରୋଇ ଟିମ୍ କୁ ଧୂଳି ଚଟାଇଲା ବିରାଟ ବାହିନୀ ,ଭାଙ୍ଗିଲା 72ବର୍ଷର ପୁରୁଣା ଇତିହାସ

ଇତିହାସ ରଚିଛି ବିରାଟ ବାହିନୀ I 1947 ପରଠାରୁ ଏପର୍ଯ୍ୟନ୍ତ 72 ବର୍ଷର ପରାଜୟ କୁ ପଛରେ ପକାଇ ପ୍ରଥମ ଥର ପାଇଁ ବିରାଟ ବାହିନୀ ବିଦେଶ ମାଟି ରେ ବିଜୟ ହାସଲ କରିଛି I ସିଡନୀ ରେ ଆୟୋଜିତ ହେଉଥିବା ମ୍ୟାଚ ରେ 2-1 ରେ ଟେଷ୍ଟକୁ କବଜା କରିନେଇଛି ବିରାଟ ବାହିନୀ I ଆଜି ଚତୁର୍ଥ ମ୍ୟାଚ ଥିବାବେଳେ ମ୍ୟାଚ ଟି ଡ୍ର ହେଇଯାଇଛି ଫଳରେ ଚାରୋଟି ରୁ 2ଟି ମ୍ୟାଚ ଜିତି ବିଜୟ ର ମୁକୁଟ ପିନ୍ଧିଛି ଭାରତୀୟ ଦଳ I

ଭାରତର ଏହି ଐତିହାସିକ ବିଜୟ କୁ ସବୁମହଲ ରୁ ପ୍ରସଂଶା କରାଯାଉଥିବା ବେଳେ ବିରାଟ କୋହଲି ଏହି ବିଜୟ କୁ ଭାରତୀୟ ଙ୍କ ପାଇଁ ସମର୍ପିତ କରିଛନ୍ତି I

Leave a Reply

Your email address will not be published. Required fields are marked *