ଜଗନ୍ନାଥ ଙ୍କ ପୁରୀ ଖଜା ଓଡ଼ିଶାର ନୁହେଁ ,ବିହାର ନାମରେ ଜିଆଇ ଟ୍ୟାଗ

ଯେବେ କିଏ ଶ୍ରୀମନ୍ଦିର ଯାଆନ୍ତି ଜଗତର ନାଥ ଜଗନ୍ନାଥ ଙ୍କୁ ଦର୍ଶନ ପରେ ଘରକୁ ଖଜା ନାଆଣିଲେ ପୁରୀ ଯାତ୍ରା ଅଧାରେ ରହିଯାଏ I ସାଧାରଣତଃ ଖଜା ଆମ ଓଡିଶା ବାସୀଙ୍କ ହୃଦୟରେ ରହିଆସିଛି Iଏହା କେବଳ ଜଗନ୍ନାଥ ଙ୍କ ଭୋଗ ନୁହେଁ ଓଡ଼ିଆ ଲୋକଙ୍କ ଭାବାବେଗ ସହିତ ଜଡିତ I କିନ୍ତୁ ଓଡ଼ିଆ ଲୋକଙ୍କ ପ୍ରିୟ ଭୋଗ ଖଜା ଆଉ ଓଡ଼ିଶାର ନୁହେଁ ଏହାକୁ ବିହାର ନେଇଯାଇଛି I ବିହାର ନାମରେ ଜିଆଇ ଟ୍ୟାଗ ହେଇଯାଇଛି I

ବିହାର ରେ ଖଜା ଆରମ୍ଭ ହେଇଥିଲା ଯାହାର ପ୍ରମାଣ ଦେବା ପରେ ଖଜା ସରକାରୀ ସ୍ୱୀକୃତି ପାଇଛି ବିହାର ପାଇଁ I କିନ୍ତୁ ଶାସ୍ତ୍ର କହୁଛି ଖଜା ଆମ ଓଡ଼ିଶାର I ଜଗନ୍ନାଥ ଙ୍କ ସଂସ୍କୃତି ରେ କାହିଁ କେବେଠୁ ବହୁ ବର୍ଷରୁ ଜଗନ୍ନାଥ ଙ୍କ ଠାରେ ଖଜା ଲାଗି ହେଉଛି Iପୂର୍ବରୁ ରସଗୋଲା କୁ ପଶ୍ଚିମବଙ୍ଗ ନିଜ ନାମରେ କରିନେଇଥିଲା ଆଉ ଏବେ ଖଜା ବି ଗଲା I ଖଜା କୁ ଓଡିଶା ଜିଆଇ ଟ୍ୟାଗ ହରାଇବା ପରେ ଏବେ ଓଡିଶା ବାସୀଙ୍କ ମନରେ ତୀବ୍ର ଅସନ୍ତୋଷ ଲାଗି ରହିଛି I ବିହାର ପୂର୍ବରୁ କାହିଁକି ଖଜା କୁ ଓଡ଼ିଶାର ବୋଲି ଦାବି କରାଯାଇ ପ୍ରମାଣ ଦିଆଗଲା ନାହିଁ I

Leave a Reply

Your email address will not be published. Required fields are marked *