ସେସୁ ଓ ଫ୍ରେଣ୍ଡସ ହେଲ୍ପ ଗ୍ରୁପ ର ମିଳିତ ସହଯୋଗ ରେ ସ୍ବେଚ୍ଛାକ୍ରୁତ ରକ୍ତଦାନ ଶିବିର l ୪୧ ୟୁନିଟ ରକ୍ତ ସଂଗ୍ରୁହିତ

ଫ୍ରେଣ୍ଡସ ହେଲ୍ପ ଗ୍ରୁପ ଓ ସେସୁ ର ମିଳିତ ସହଯୋଗ ରେ ଆଜି ତା ୯/୦୧/୧୯ ବୁଧବାର ଦିନ ଶରଣକୁଳ ବିଦ୍ୟୁତ କାର୍ଯ୍ୟାଳୟ ପରିସର ରେ ଏକ ସ୍ବେଚ୍ଛାକ୍ରୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ ନୟାଗଡ ସେସୁ ବିଦ୍ୟୁତ ବିଭାଗ ନିର୍ବାହୀ ଯର୍ନ୍ତ୍ରୀ ଇଂ ସୁଜିତ କୁମାର ସାହୁ ,ଉଦ୍ଘାଟନ କରି ରକ୍ତଦାନ ର ମହତ୍ତ୍ବ ବିଷୟରେ କହିଥିଲେ।

ଏଥିରେ ଫ୍ରେଣ୍ଡସ ହେଲ୍ପ ଗ୍ରୁପ ର ସମସ୍ତ ସଦସ୍ୟ ଏବଂ ଶରଣକୁଳ ବିଦ୍ୟୁତ ବିଭାଗ ର କନିଷ୍ଠ ଯନ୍ତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି କର୍ଯ୍ୟକ୍ରମ କୁ ସଂପାଦନ କରିଥିଲେ।ଏହି ଶିବିର ରୁ ମୋଟ ୪୧ ୟୁନିଟ ରକ୍ତ ସଂଗ୍ରୁହିତ ହୋଇଥିଲା

Leave a Reply

Your email address will not be published. Required fields are marked *