ରାଶି ଅନୁସାରେ ଜାଣନ୍ତୁ କେଉଁ ଝିଅ କୁ ମିଳିବ କିପରି ଜୀବନସାଥି

ଭଲ ଜୀବନସାଥି ପାଇବାକୁ ସବୁ ଝିଅଙ୍କ ଇଚ୍ଛା। ସ୍ବାମୀ ଏପରି ହେବ ଦରକାର ଜିଆ ତାଙ୍କୁ ସମ୍ମାନ କରିବା ଓ ତାଙ୍କୁ ଅତ୍ୟନ୍ତ ଭଲ ପାଇବ। ଏହା ସହ ସାରା ଜୀବନ ସେମାନେ ଏକାଠି ରହିଥିବେ।

ପିତା ମାତା ମଧ୍ୟ ନିଜ ଝିଅ ପାଇଁ ଭଲ ବର ଟିଏ ବାଛିବା ପାଇଁ ଜ୍ୟୋତିଷ ଶାସ୍ତ୍ର ର ସାହାଯ୍ୟ ନେଇଥାନ୍ତି। କିନ୍ତୁ କେତେକ ରାଶି ର ଝିଅଙ୍କ ପାଇଁ କିଭଳି ଜୀବନସାଥି ରହିବା ତାହା ଜ୍ୟୋତିଷ ଶାସ୍ତ୍ର ରେ ଉଲ୍ଲେଖ ରହିଥାଏ।

୧. ମେଷ ରାଶି ର ଝିଅଙ୍କୁ ସୁନ୍ଦର ଓ ଶିକ୍ଷିତ ଝିଅ ମିଳିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ର ରେ ରହିଛି।
୨. ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃଷ ର ଝିଅଙ୍କୁ ଅପେକ୍ଷାକୃତ କମ୍ ଶିକ୍ଷିତ ବ୍ୟକ୍ତି ପ୍ରାପ୍ତ ହୋଇଥାଏ। ଏମାନଙ୍କ ସ୍ବାମୀଙ୍କୁ ଜୀବନରେ ଅନେକ ସଂଘର୍ଷ କରିବାକୁ ପଡ଼ିଥାଏ।
୩. ମିଥୁନ ରାଶି ର ଝିଅଙ୍କୁ ଅହଂକାରୀ ସ୍ଵଭାବ ର ବର ମିଳିଥାଏ। ଏମାନେ କଥା କଥା ରେ ରଗିଯାଇଥାନ୍ତି।
୪. କର୍କଟ ରାଶି ର ଝିଅଙ୍କୁ ତାଙ୍କ ସ୍ବାମୀ ଅତ୍ୟନ୍ତ ସମ୍ମାନ ଦେଇଥାନ୍ତି। ଏହା ସହିତ ତାଙ୍କ ସବୁ ଇଚ୍ଛା ଅନୁସାରେ କାର୍ଯ୍ୟ ନକଲେ କ୍ରୋଧ ମଧ୍ୟ କରିଥାନ୍ତି।
୫. ସିଂହ ରାଶି ର ଝିଅ ଙ୍କୁ ସମ୍ମାନ ଦେଉଥିବା ସ୍ବାମୀ ମିଲିଥାନ୍ତି। ଏହା ସହିତ ଏମାନଙ୍କ ସନ୍ତାନ ଜୀବନରେ ବହୁତ୍ ଆଗକୁ ବଢିଥାନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ର ରେ ବର୍ଣ୍ଣନା କରାଯାଇଛି।
୬. ଜ୍ୟୋତିଷ ଶାସ୍ତ୍ର ଅନୁସାରେ କନ୍ୟା ରାଶିର ବ୍ୟକ୍ତି ଙ୍କୁ ଚଞ୍ଚଳ ସ୍ଵଭାବ ର ବ୍ୟକ୍ତି ମିଳିଥାନ୍ତି। ଏମାନଙ୍କ ସ୍ବାମୀ ଆକର୍ଷଣୀୟ ହୋଇଥାନ୍ତି। ତେଣୁ କେତେକ କ୍ଷେତ୍ର ରେ ଏମାନଙ୍କ ସ୍ବାମୀ ଅନ୍ୟ ଝିଅଙ୍କ ସହ ସମ୍ପର୍କ ମଧ୍ୟ ରଖିଥାନ୍ତି।
୭. ତୁଳା ରାଶି ର ବ୍ୟକ୍ତି ଙ୍କ ସ୍ବାମୀ କଥା କଥା ରେ ରଗିଯାନ୍ତି।
୮. ବିଛା ରାଶିର ଝିଅ ଙ୍କ ସ୍ବାମୀ ବହୁତ୍ ଭଲ କଥା କହିଥାନ୍ତି। ଏମାନଙ୍କ ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ଖୁସି ରେ ବିତିଥାଏ।
୯. ଧନୁ ରାଶି ର ଝିଅମାନଙ୍କୁ ଅତି ଭାଗ୍ୟବାନ ସ୍ବାମୀ ମିଳିଥାଏ। ଏହାସହିତ ଏମାନେ ନିଜ ସ୍ତ୍ରୀ ର ସମସ୍ତ କଥା ମାନିଥାନ୍ତି।
୧୦. ମକର ରାଶିରେ ଝିଅ ଙ୍କୁ ମଧୁର ସ୍ଵଭାବ ର ଝିଅ ମିଳିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ର ରେ କୁହାଯାଇଛି।
୧୧. କୁମ୍ଭ ରାଶି ର ଝିଅଙ୍କ ସ୍ବାମୀ ନରମ ସ୍ଵଭାବ ର ହୋଇଥାନ୍ତି। ଏମାନେ ଏକା ରହିବା ପାଇଁ ଅଧିକ ପସନ୍ଦ କରିଥାନ୍ତି।
୧୨. ମୀନ ରାଶି ର ଝିଅଙ୍କୁ ସୁନ୍ଦର ଓ ନରମ ସ୍ଵଭାବ ର ଝିଅ ମିଲିଥାନ୍ତୀ। ଏମାନଙ୍କର କେବେ ବି ଆର୍ଥିକ ସମସ୍ୟା ଦେଖାଯାଇ ନଥାଏ।

Leave a Reply

Your email address will not be published. Required fields are marked *