IAS ସ୍ୱାମୀ ଓ IPS ସ୍ତ୍ରୀ , ଦୁହେଁ କୋଳେଇନେଲେ ଜଣେ ସହୀଦଙ୍କ ଝିଅକୁ , କହିଲେ ଏହାକୁ ବି IPS ବନେଇବୁ

ମାନବିକତା ଓ ଉଦାରତା ର ଉଦାହରଣ ଦେଇଛନ୍ତି ଏକ IAS ଓ IPS ଦମ୍ପତି।ବଡ଼ ବଡ଼ କଥା ତ ନେତା ମନ୍ତ୍ରୀ ମାନଙ୍କ ଠୁ ବହୁତ୍ ଶୁଣିବାକୁ ମିଳେ। ହେଲେ କାମ ଯେଉଁଠି ଥାଏ ସେଥି କଥା ନଥାଏ।

ଆଜି ଆମେ କଥା ହେବାକୁ ଯାଉଛୁ ମହିଳା ଆଇ ପି ଏସ ଅଞ୍ଜୁମ୍ ଆରା ଏବଂ ଆଇ ପି ଏସ ସ୍ବାମୀ ୟୁ ନୁ ସ ଙ୍କ ବିଷୟରେ।

ଭାରତ ର ସୀମା ରେ ସହିଦ ହୋଇଯାଇଥିବା ପରମଜିତ୍ ଙ୍କ ୧୨ ବର୍ଷ ର ଝିଅ କୁ ଆପଣାଇ ନେଇଛନ୍ତି ଏହି ସମ୍ପତି। ସ୍ବପ୍ନ ରଖିଛନ୍ତି ୟାକୁ ମଧ୍ୟ ଆଇ ପି ଏସ ବନାଇବେ। ଯେପରି ସେ ମଧ୍ୟ ଦେଶ ର ମହତ ସେବା ରେ ନିଜକୁ ନିୟୋଜିତ କରିପାରିବ।

ପାରମଜିତ୍ ସହିଦ ହେବ ସମୟରେ ଅଂଜୁମ୍ ସିମଳା ର ସୋଲେମ୍ ଜିଲ୍ଲା ରେ ଏସପି ଥିଲେ ଏବଂ ସ୍ବାମୀ କୁଲ୍ଲୁ ଜିଲ୍ଲା ର କଲେକ୍ଟର। ଯେବେ ସେମାନେ ଜାଣିବାକୁ ପାଇଥିଲେ ଏହି ବିଷୟରେ ସେମାନେ ଝିଅ କୁ ଆପଣାଇବା ପାଇଁ ପହଞ୍ଚିଯାଇଥିଲେ।

ଏପରିକି ସେମାନେ ଏହି ଖବର କୁ ସମ୍ବାଦ ପତ୍ର ଏବଂ ସୋସିଆଲ ମିଡ଼ିଆ ଠାରୁ ଦୂରେଇ ରଖିବାକୁ ମଧ୍ୟ ବହୁତ୍ ପ୍ରୟାସ କରିଥିଲେ। କିନ୍ତୁ ତୁଳସୀ ପତ୍ର ବାସିବା ପରି ଖବର ଟି ଚାରି ଆଡେ ଧୀରେ ଧୀରେ ପ୍ରଘଟ ହୋଇ ଯାଇଥିଲା।

ଏତେ ବଡ଼ ମହାନ୍ କାର୍ଯ୍ୟ ପାଇଁ ଗୋଟିଏ ସେୟାର କରି ସମ୍ମାନ ଜଣାଇବାକୁ ଭୁଲିବେ ନାହିଁ।

ଜୟ ହିନ୍ଦ୍।

Leave a Reply

Your email address will not be published. Required fields are marked *