ଦୁଇ ଭଉଣୀ ବାହା ହେଲେ ନିଜ ଭାଇକୁ:କାହିଁକି?

ଶୀର୍ଷକ ରୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହାସତ୍ୟ । ଘଟଣା ଟି ହେଉଛି ପାକିସ୍ତାନ ର କରାଚୀ ର।

ପାକିସ୍ତାନ କରାଚି ର ଜଣେ ବ୍ୟକ୍ତି ନିଜ ଦାଦା ଙ୍କ ଦୁଇ ଝିଅ କୁ ବିବାହ କରିଛନ୍ତି ଏବଂ ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଉଛି ଏହାକୁ କାହାର ର ପରିବାର ଲୋକ କୌଣସି ବିରୋଧ କରିନାହାନ୍ତି ବରଂ ଏହାକୁ ଉଭୟ ପରିବାର ପକ୍ଷରୁ ସମର୍ଥନ ମିଳିଅଛି।

ମିଳିଥିବା ସୂଚନା ମୁତାବକ ଏହି ଯୁବକ ଙ୍କ ନାମ ହେଉଛି ଅଝର ହାଇ ଦରି। ଯେବେ ଅଝର୍ ଛୋଟ ଥିଲେ ସେବେ ପରିବାର ପକ୍ଷରୁ ତାଙ୍କର ତାଙ୍କ ଏକ ଦାଦା ଝିଅ ଙ୍କ ସହ ନିର୍ବୋନ୍ଧ କରିଦିଆଯାଇଥିଲା। କିନ୍ତୁ ଯେବେ ଅଝାର ବଡ଼ ହେଲେ ସେବେ ତାଙ୍କୁ ତାଙ୍କର ଅନ୍ୟ ଏକ ଦାଦା ଝିଅ ଙ୍କ ପ୍ରତି ପ୍ରେମ ହୋଇଗଲା।

ତେଣୁ ସେ ନିଷ୍ପତି ନେଲେ କି ଦୁଇ ଜଣଙ୍କୁ ବିବାହ କରିବେ ଏବଂ ପରିବାର ଲୋକ ମଧ୍ୟ ଏଥିରେ ସମ୍ମତି ପ୍ରକାଶ କଲେ।ଯାହା ଫଳରେ କି ସେମାନଙ୍କ ବିବାହ ହୋଇଗଲା।

Leave a Reply

Your email address will not be published. Required fields are marked *