କଣ ଆପଣ ଜାଣିପାରୁଛନ୍ତି ଏହି ଫଟୋରେ କେଉଁ ଜନ୍ତୁ ଅଛି ? ଜାଣନ୍ତୁ କାହିଁକି ଏ ଫଟ ଏବେ ଭାଇରଲ

ଉପରେ ଥିବା ଫଟ ଟି ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I କଳାଧଳା ଗାର ଭିତରେ କିଏ ଅଛି ଏହାକୁ ନେଇ ଚାଲିଛି ଭାଇରଲ ପ୍ରଶ୍ନ I କଣ ଆପଣ ଫଟ ଭିତରେ କିଏ ଅଛି ତାକୁ ଜାଣିପାରୁଛନ୍ତି କି ?? କେବଳ ଚାଲାକି ଲୋକମାନେ ହିଁ କହିପାରିବେ ଯେ ଫଟ ଭିତରେ କିଏ ଅଛି ଏଭଳି ଫଟ ଏବେ ଭାଇରଲ ହେବାରେ ଲାଗିଛି Iସୂଚନା ଅନୁଯାଇ ନ୍ୟୁଜିଲାଣ୍ଡର ଜଣେ ଇଞ୍ଜିନିୟର ଡ.ମିଶେଲ ଡେକିଂସନ୍‌ ଏହି ଫଟ ଟିକୁ ସୋସିଆଲ ମିଡିଆରେ ଛାଡିଥିଲେ I ଏବଂ ଫଟ ଭିତରେ ଥିବା ଜୀବକୁ ଚିହିଁବାକୁ ପ୍ରଶ୍ନ ପଚାରିଥିଲେ I

ତେବେ ପୋଷ୍ଟ ହେବାର କିଛିସମୟ ମଧ୍ୟରେ ଫଟ ଟି ଭାଇରଲ ହେଇଥିଲା I କିଛିଲୋକ ଏହାକୁ ଏକ କଳା ବିଲେଇ କହୁଥିବା ବେଳେ ଆଉ କିଛି ଲୋକ ଏହାକୁ ଠେକୁଆ କହୁଛନ୍ତି I

Leave a Reply

Your email address will not be published. Required fields are marked *