ଗେଲ୍‌ଙ୍କ ରେକର୍ଡ ଭାଙ୍ଗି ନିଜ ନାମରେ କରିନେଲେ ରୋହିତ୍‌:ଛକା ମାରିବାରେ ବିରଳ ରେକର୍ଡ

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ୨ୟ ଦିନିକିଆ ମ୍ୟାଚ ଚାଲିଥିବା ବେଳେ ଏକ ନୂଆ ରେକର୍ଡ କରିଛନ୍ତି ରୋହିତ୍‌ ଶର୍ମା Iଏହି ମ୍ୟାଚ ରେ ଭାରତ ୪୩ ରନ କରିଛନ୍ତି ମାତ୍ର ୫୨ ବଲରୁ I ଯେଉଁଥିରେ କି 2ଟି ଛକା ଏବଂ 2ଟି ଚଉକା ସାମିଲ ରହିଛି I ତେବେ ଏହି ଛକା କୁ ମିଶାଇଲେ ଅଷ୍ଟ୍ରେଲିଆ ବିପକ୍ଷରେ ଏକଦିବସୀୟ ରେ ରୋହିତଙ୍କର ଟୋଟାଲ ୮୯ଟି ଛକା ହେଇଚି ଯାହାକି ଏକ ବିରଳ ରେକର୍ଡ I ପୂର୍ବରୁ ଏହି ବିରଳ ରେକର୍ଡ ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଦର୍ଷ ଓପନର୍‌ କ୍ରିସ ଗେଲ୍‌ଙ୍କ ନାମରେ ରହିଥିଲା ଯାହାକି ରୋହିତ ନିଜ ନାମରେ କରିନେଇଛନ୍ତି I ଇଂଲଣ୍ଡ ବିପକ୍ଷରେ ଗେଲ୍‌ ୮୮ଟି ଛକା ମାରିଥିବା ବେଳେ ରୋହିତ ୮୯ଟି ଛକା ମାରିଛନ୍ତି I

Leave a Reply

Your email address will not be published. Required fields are marked *