କିପରି ନିଜ ଫୋନ ରେ କରିବେ ଆଧାର ସଂଶୋଧନ

ଆଧାର କାର୍ଡ ସଂଶୋଧନ କରିବାକୁ ହେଲେ ପ୍ରଥମେ ନିଜ ମୋବାଇଲ ରେ ଆଧାର search କରିବା ପରେ ପ୍ରଥମେ ଯେଉଁ ଲିଙ୍କ୍ ଆସିବ (http://uidai.gov.in ) ତାହାକୁ open କରିବାଦ୍ୱାରା ଆଧାର ର କିଛି website କିଛି ଆସିଯିବ।

ସେଥିରେ address request (online) click କରନ୍ତୁ।

ଏବଂ ଏହା ପରେ ଆଉ କିଛି ପେଜ୍ ଖୋଲିଯିବ। ସେହି ପେଜ୍ ରେ ପ୍ରଥମେ login କରିନେବେ ଏବଂ ଯାହା କିଛି address chenge କରିବାର ଥିବ chenge କରିନେବେ।

କିନ୍ତୁ ଏଥିରେ ନିଜ ମୋବାଇଲ ନମ୍ୱର୍ କିମ୍ୱା ନିଜ ନାମ ସଂଶୋଧନ କରିପାରିବେ ନାହିଁ। ଏଥିରେ କେବଳ ଠିକଣା ହିଁ ବଦଳାଇ ପାରିବେ। ଆଧାର କାର୍ଡ ରେ ଆପଣ ନିଜ ମୋବାଇଲ ରେ ନିଜ ଠିକଣା ବଦଳାଇ ପାରିବେ। ଏଥିପାଇଁ ସେହି ପେଜ୍ ଖୋଲି ସାରିବା ପରେ ସେଥିରେ ନିଜ ଆଧାର ନମ୍ୱର୍ ଦେବେ ଏବଂ sent otp ରେ click କରିବାକୁ ପଡ଼ିବ ଯାହା ଫଳରେ ଯେଉଁ ମୋବାଇଲ ନମ୍ବର ଦିଆଯାଇଥିବା ସେହି ନମ୍ୱର୍ କୁ ଏକ otp ଆସିଯିବ।

ସେହି otp କୁ ଦେବା ଦ୍ବାରା ଆପଣଙ୍କ ପୂର୍ ଆଧାର କାର୍ଡ ଆପଣଙ୍କ ମୋବାଇଲ ରେ ଆସିଯିବ ଯାହାଫଳରେ ଆପଣ ଆଧାର କାର୍ଡ ରେ ଆପଣଙ୍କ ଠିକଣା ସଂଶୋଧନ କରିପାରିବେ। ସେଥିପାଇଁ documents upload ମାଧ୍ୟମରେ ପ୍ରମାଣ ଦେବାପାଇଁ ଆପଣ ନିଜ ଭୋଟର କାର୍ଡ ଦେଇପାରିବ। ଏବଂ ଏକ ସପ୍ତାହ ପରେ ଆପଣଙ୍କ ଆଧାର କାର୍ଡ ସଂଶୋଧନ ହୋଇପାରିବ।

Leave a Reply

Your email address will not be published. Required fields are marked *