ପାଠ ପଢା ଛାଡି ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଯୁବତୀଙ୍କ ସହ ରୋମାନ୍ସ ମସ୍ତିରେ ବ୍ୟସ୍ତ

ବଲିଉଡ୍‌ ବାଦଶାହା ଶହାରୁଖ ଖାଁଙ୍କ ପୁଅକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା I ନିକଟରେ ଆର୍ଯ୍ୟନ୍‌ ଙ୍କୁ ୨୧ ବର୍ଷ ପୂରଣ ହେଇଥିଲା ଏବଂ ସେ ତାଙ୍କର ୨୧ତମ ଜନ୍ମଦିବସ ବହୁ ଆଡମ୍ବର ରେ ଆମେରିକାରେ ପାଳନ କରିଥିଲେ Iତେବେ ଜନ୍ମଦିନ ପାଳନ ସମୟରେ ଆର୍ଯ୍ୟନ୍‌ ଙ୍କୁ କିଛି ଯୁବତୀ ଙ୍କ ସହିତ ମସ୍ତି କରୁଥିବାର ଫଟ କେହିଜଣେ ସୋସିଆଲ ମିଡିଆରେ ଛାଡ଼ିଦେବା ପରେ ଏହା ଭାଇରଲ ହେବାରେ ଲାଗିଛି I ସୂଚନା ଥାଉକି ଆର୍ଯ୍ୟନ ଏବେ ଆମେରିକାରେ ପାଠ ପଢୁଛନ୍ତି ଏବଂ ପିତାଙ୍କ ପଦାଙ୍କ ଅନୁସରଣ କରି ବଲିଉଡ୍‌ରେ ଅଭିନୟ କରିବାକୁ ଭବିଷ୍ୟତରେ ଆଶା ରଖିଛନ୍ତି I

Leave a Reply

Your email address will not be published. Required fields are marked *