ମୋଦି-ନବୀନ 2019 ନିର୍ବାଚନ ରେ ହାରିବା ଜିତିବା ନେଇ କଂସ ମହାରାଜା କରିଛନ୍ତି ଭବିଷ୍ୟବାଣୀ

ବରଗଡ଼ରେ ଧୂମଧାମ ରେ ଆୟୋଜିତ ହେଉଛି ବିଶ୍ୱର ସବୁଠାରୁ ବଡ ଯାତ୍ରା ଧନୁଯାତ୍ରା I ବରଗଡ଼ ଅଞ୍ଚଳ ମଥୁରା ନଗରୀ ରେ ପାଲଟିଥିବା ବେଳେ ରାଜଧାନୀ ରେ ବି ଦେଖିବାକୁ ମିଳିଥିଲା ମହାରାଜା କଂସ କୁ I ଗତକାଲି ରାଜଧାନୀ ଭୁବନେଶ୍ୱର ରେ ରେ ପାଳିତ ହେଉଥିବା ପଥଉତ୍ସବ 75ତମ ସଂସ୍କରଣରେ ଯୋଗ ଦେଇଥିଲେ ପୂର୍ବତନ କଂସ ମହାରାଜା ବିଜୟ କୁମାର ଦେବତା I କଂସ ବେଶରେ ରାଜଧାନୀ ବାସୀଙ୍କ ସହିତ ସେଲ୍ଫି ଦେଇଥିଲେ ,ରାଜଧାନୀର ଭଲମନ୍ଦ ପଚାରି ବୁଝିଥିଲେ I

ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏବଂ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଙ୍କ କାର୍ଯ୍ୟ ଠିକ ଠାକ ଚାଲିଛି ଦୁହେଁ ସୁଶାସନ ଆଗାମୀ ଦିନରେ ପୁନର୍ବାର ସାଶନ କରିବେ କିନ୍ତୁ ଯଦି ଲୋକଙ୍କ ହିତ ପାଇଁ କାମ ନକରନ୍ତି ତେବେ ତାଙ୍କୁ କଂସ ମହାରାଜା ଙ୍କ ଦ୍ୱାରା ଦଣ୍ଡ ଦିଆଯିବ I

Leave a Reply

Your email address will not be published. Required fields are marked *