ପବ ଜି ର ନୂଆ ଯୋମ୍ବି ଅପଡେଟ,ଦେଖନ୍ତୁ କିପରି ପାଇବେ ସୁପର ଫ୍ଲେୟାର ଗନ୍

ଯଦି ଆପଣ ଜଣେ ନିୟମିତ ପବ୍ ଜି ଖେଳାଳୀ ତାହେଲେ କିଛି ଦିନ ହେବ କାନ୍ଥ ରେ ଥିବା କଳା ହାତ ର ଚିଂହ ତ ଆପଣ ଦେଖି ଥିବେ।

ଏହା ପ୍ରତୀକ ଥିଲା ଯେ ଆଗକୁ ଆସୁଛି କିଛି ନୂଆ ପବ ଜି ରେ ଯାହା ହେଉଛି ଯୋମ୍ବୀ। ତେବେ ଏହି କିଛି ଦିନ ହେବ ଏହି ଯୋମ୍ୱୀ ସୁବିଧା ଆସିଯାଇଛି ପବ ଜି ରେ। ଏହା ସାହାଯ୍ୟ ରେ ଆପଣ ପାଇ ପାରିବା ସୁପର ଫ୍ଲାୟେର ଗାନ୍ ଯାହା ଆପଣଙ୍କୁ ସବୁ ଅତ୍ୟାଧୁନିକ ଉପକରଣ ଯଥା Gorza,AWM, level 3 bag ଇତ୍ୟାଦି ସବୁ କିଛି ଦେବ।

କିପରି ପାଇବେ ସୁପର ଫ୍ଲାୟର ଗନ୍

ଆପଣଙ୍କୁ ପ୍ରଥମେ ଏହି ପରି ମୂର୍ତ୍ତି କୁ ଖୋଜିବା ଅଛି।

ଏହାକୁ ପାଇଲା ପରେ ଆପଣ ଆଖ ପାଖରୁ ପ୍ରଥମେ କିଛି ଗୁଳି ସଂଗ୍ରହ କରି ନିଅନ୍ତୁ। ଏହା ପରେ ଏହି ମୂର୍ତି ର ମୁଁହ ରେ ଗୁଳି ମାରନ୍ତୁ।

ପରେ ଏହି ମୂର୍ତି ଭାଙ୍ଗି ଯିବ ଏବଂ ଛୋଟ ଛୋଟ ଜୋମ୍ବୀ ବାହାରିବେ ଯାହା କି ଆପଣକଂ ଆଡକୁ ମାରିବାକୁ ଦୋୖଡି ଆସିବେ।

ଆପଣଙ୍କୁ ଏହି ପ୍ରାଣୀ ଗୁଡ଼ିକୁ ବି ମାରିବର୍ ଅଛି ନହେଲେ ସେ ଆପଣଙ୍କୁ ମାରିଦେବେ।

ଏହା ପରେ ଯାଇ ଆପଣକୁ ମିଳିବ ସୁପର ଫ୍ଲାୟାର ବନ୍ଧୁକ ଏବଂ ଗୁଳି।

ଏହା ପରେ ବାହାରକୁ ଯାଏ ଆକାଶ କୁ ମାରନ୍ତୁ। ଏହା ଏକ ବାଦଲ ପରି ସୃଷ୍ଟି କରିବା

ଏବଂ ଏଥିରେ ଆଉ ଏକ ଜୋମ୍ୱୀ ଆସିବ। ତାକୁ ମାରିଲା ପରେ ଆପଣ ପାଇବେ ଅନେକ ଜିନିଷ।

Leave a Reply

Your email address will not be published. Required fields are marked *