ଆସନ୍ତା କାଲି କେବୁଲ ସେବା ବନ୍ଦ ରହିବ :ଆନ୍ଦୋଳନ ରେ ଭାଗ ନେବେ ଓଡିଶା କେବୁଲ ଅପରେଟର

ଆସନ୍ତା କାଲି ସାରା ଦେଶରେ କେବୁଲ ସେବା ବ୍ୟାହତ ରହିବ I ଟ୍ରାଇର ନୂଆ ନିୟମକୁ ଅଲ୍ ଇଣ୍ଡିଆ କେବୁଲ ଅପରେଟର ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇ 24ତାରିଖ ରେ ବନ୍ଦ ଡାକରା ଦିଆଯାଇଛି I ତେବେ କେବୁଲ ସଙ୍ଘ ର ବନ୍ଦ ଡାକରା କୁ ସମର୍ଥନ କରି ଆସନ୍ତା କାଲି ଓଡ଼ିଶାରେ ସମସ୍ତ କେବୁଲ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ଓଡ଼ିଶାର କେବୁଲ ଅପରେଟର ।

ଏହି ବନ୍ଦ ଡାକରା ଯୋଗୁଁ ଆସନ୍ତା କାଲି ସମ୍ପୂର୍ଣ୍ଣ କେବୁଲ ସେବା ବନ୍ଦ ରହିବ ଯାହାର କି ପ୍ରଭାବ ପଡିବ ଓଡିଶା ଉପରେ I କେବୁଲ ସେବା ବନ୍ଦ ହେତୁ ଉପଭୋକ୍ତା ଟିଭି ଦେଖିବା ସମ୍ଭବ ହେବନି I

Leave a Reply

Your email address will not be published. Required fields are marked *