ଆଇପିଏଲ ଦଳ କିଣିବେ ଅମିତାଭ ବଚ୍ଚନ

ଖେଳର ସବୁଠାରୁ ଅଧିକ ଲୋକପ୍ରିୟତା ପାଇପାରିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ର ଏକ ଦଳ କୁ କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ I ଏନେଇ ଅମିତାଭଙ୍କ ନିଜସ୍ୱ କମ୍ପାନୀ ତରଫରୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଏବଂ ରାଜସ୍ଥାନ ରୟାଲ୍ସକୁ କିଣିବାକୁ ଇଛା ପ୍ରକଟ କରି ଦଳର ମାଲିକାନା ଥିବା ଫ୍ରାଞ୍ଚାଇଜ ସହ କଥାବାର୍ତା ଆରମ୍ଭ ହେଇଥିଲା କିନ୍ତୁ ଏହା ସମ୍ଭବ ହେଇପାରିନଥିଲା I ସିଏସ୍‌କେ ଏବଂ ରାଜସ୍ଥାନ ରୟାଲ୍ସ ସହ ହେଇଥିବା ଆଲୋଚନା ବିଫଳ ହୋଇଥିଲା।

ଯେଉଁଥିପାଇଁ ଆଇପିଏଲ ଦଳ କିଣିବାରେ ଭାଗ ନେଇପାରିନଥିଲେ ବଚନ ପରିବାର I ତେବେ ରୟାଲ୍ସ ଫ୍ରାଞ୍ଚାଇଜ ରେ ୨୦୧୩ ସ୍ପଟ ଫିକ୍ସିଂ କାରଣରୁ ମାଲିକାନା ଥିବା ଶିଳ୍ପା ଶେଟ୍ଟି ଏବଂ ତାଙ୍କ ସ୍ବାମୀ ନିଜ ତରଫରୁ ଓହରିଯାଇଥିଲେ I ଏବେ ଏହି ଦଳ ଉପରେ ବଚନ ଙ୍କ ନଜର ରହିଛି I

Leave a Reply

Your email address will not be published. Required fields are marked *