ଆଇନ ମନ୍ତ୍ରୀ ପ୍ରତାପ ପତାକା ଉତୋଳନ କରିବା ସମୟରେ ତଳକୁ ଖସିପଡିଲା

ସବୁଆଡେ ବେଶ୍ ଧୂମଧାମ ରେ ସାଧାରଣତନ୍ତ୍ର ଦିବସ ପାଳିତ ହେଉଛି I ଏହି ଅବସରରେ କଳାହାଣ୍ଡି ର ଲାଲବାହାଦୂର ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିଲା I ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହେଇଥିଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା I ମନ୍ତ୍ରୀ ଆସିଥିବାରୁ ଜିଲ୍ଲାପାଳ ଏବଂ ଏସ୍ପି ମଧ୍ୟ ଉପସ୍ଥିତ ଥିଲେ I ପୂର୍ବ ନିର୍ଧାରିତ ସମୟ ଅନୁଯାଇ ସକାଳ 10ଟାରେ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ଥିବାରୁ ପତାକା ଉତୋଳନ କରିବାକୁ ଯାଇଥିଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା I କିନ୍ତୁ ମନ୍ତ୍ରୀ ପତାକା ଉତ୍ତୋଳନ କରିବା ସମୟରେ ପତାକା ଛିଡି ପଡି ତଳକୁ ଖସିପଡିଥିଲା

।ଯାହାକି ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *