ସାଧାରଣତନ୍ତ୍ର ଦିବସ ରେ ବିଜୟ ଭେଟି ଦେଲେ ବିରାଟ

ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ବିରାଟ ଦେଇଛନ୍ତି ଖୁଶିର ମାହୋଲ I ମାଉଣ୍ଟ୍ ମେଙ୍ଗନୁଇର ବେ ଓଭାଲଠାରେ ଭାରତ-ନ୍ୟୁଜିଲାଣ୍ଡ୍ ଦ୍ଵିତୀୟ ଦିନିକିଆ ଖେଳ ଚାଲୁଥିବା ବେଳେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ଵିକେଟ ହରାଇ ୩୨୪ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ କରିବାକୁ ଆସି ଭାରତୀୟ ବୋଲରଙ୍କ ବୋଲିଂ ରେ ଧରାଶାୟୀ ହେଇଥିଲା I ୪୦.୨ ଓଭରରେ ନ୍ୟୁଜିଲାଣ୍ଡ ର ସମସ୍ତ `ୱିକେଟ ହରାଇ ୨୩୪ ରନ୍ ରେ ଅଲ୍ ଆଉଟ୍ ହୋଇଯାଇଛି। ଯାହାଫଳରେ ପୂର୍ବରୁ ଭାରତ ଏକ ମ୍ୟାଚ ଜିତିଥିବାରୁ ଦଳ ୨-୦ରେ ଆଗୁଆ ରହିଛି I

Leave a Reply

Your email address will not be published. Required fields are marked *